ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ବ୍ରହ୍ମପୁର :- ଲଘୁଚାପ ଜନିତ ଲଗାଣ ବର୍ଷା ଭାଙ୍ଗି ଦେଇଛି ଜଣେ ପରିବାର ର ଘର । ଏପରି ଘଟଣା ଘଟିଛି,ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ଝାମ୍ପି ଗୌଡ । ସୋମବାର ସକାଳୁ ହଠାତ ଗୋଟିଏ ବଖରାର କାନ୍ଥ ଭୁଷୁଡି ପଡି ଘରଟି ସପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । କୌଣସି ବ୍ୟକ୍ତି ଆହତ ହୋଇନଥିବା ଜଣାପଡିଛି । ସରକାରୀ ସହୟତା ଯୋଗେଇ ଦେବାପାଇଁ ସାଧାରଣରେ ଦାବି ହୋଇଛି । ଗତ କାଲି ଠାରୁ ଲଗାଣ ବର୍ଷା ଯୋଗୁଁ ଗୋଟିଏ ପଟେ ଧନଜୀବନ ପ୍ରବାହିତ ହେଉଥିବା ବେଳେ ଅନ୍ୟ ପଟେ ଘର ଭାଙ୍ଗି ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଜନତା । (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)
ଲଗାଣ ବର୍ଷାରେ ଭାଙ୍ଗିଲା ଘର

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ
by
Proprietor Abhimanyu Maharana
September 26, 2026
କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ
by
Proprietor Abhimanyu Maharana
September 26, 2026
ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ
by
Proprietor Abhimanyu Maharana
September 26, 2026
ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି
by
Proprietor Abhimanyu Maharana
September 26, 2026
ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା
by
Proprietor Abhimanyu Maharana
September 26, 2026
ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ
by
Proprietor Abhimanyu Maharana
September 26, 2026