ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ବୁଧବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ କୁମୀର ଗ୍ରାମର ନଳିନୀ ମଲ୍ଲିକଙ୍କ ପୁଅ ଜୟ କୁମାର ମଲ୍ଲିକ ( ୩ବର୍ଷ ) ଜନ୍ମରୁ ଭିନ୍ନକ୍ଷମ ଅଟେ । ନଳିନୀ ମଲ୍ଲିକ ଜଣେ ଗରିବ ଖଟିଖିଆ ବ୍ଯକ୍ତି ଅଟେ । ଶିଶୁଟିକୁ ଚିକିତ୍ସା କରିବା ପାଇଁ ବିଭିନ୍ନ ଡାକ୍ତରଖାନାକୁ ନେଉଛନ୍ତି ହେଲେ କିଛି ଫଳ ହୋଇ ନାହିଁ । ସେ ବିଛଣା ଉଠିପାରୁ ନାହିଁ କି ବସିପାରୁ ନାହିଁ । କରୋନା ସଂକ୍ରମଣ ହେତୁ ତାର ଭିନ୍ନକ୍ଷମ ସାର୍ଟିଫିକେଟ ହୋଇ ପାରୁ ନାହିଁ । ତେଣୁ ସେ ଭିନ୍ନକ୍ଷମ ଭତ୍ତା ପାଇପାରୁ ନାହିଁ । ତାଙ୍କୁ ଯଦି ପ୍ରଶାସନ ତରଫରୁ କିଛି ଆର୍ଥିକ ସାହାଯ୍ୟ ଦିଆଯାଇ ପାରନ୍ତା ତେବେ ସେ କିଛିଟା ଉପକୃତ ହୁଅନ୍ତା ବୋଲି ସାଧାରଣରେ ଦାବି ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ )
ଭିନ୍ନକ୍ଷମ ଶିଶୁର ଚିକିତ୍ସା ପାଇଁ ସାହାଯ୍ୟ ଆବଶ୍ୟକ – ପଦ୍ମପୁର

- Categories: Uncategorized, ଓଡ଼ିଶା, ହୋମ୍
Related Content
ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 8, 2026
ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ
by
Proprietor Abhimanyu Maharana
July 8, 2026
ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ବାର୍ଷିକ ସାଧାରଣ ନିର୍ବାଚନ
by
Proprietor Abhimanyu Maharana
July 8, 2026
୮ ଦିନପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ବଡଥଳ ପୋଟଳ ଠାରୁ ଦୁଆରବେଢା ଚନ୍ଦ୍ରଶାଳୀ ପର୍ଯ୍ୟନ୍ତ ମଣ୍ଡଣି ବତା ଫିଟିଙ୍ଗ ଶେଷ
by
Proprietor Abhimanyu Maharana
July 8, 2026
ରଥଯାତ୍ରା ପାଇଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ରୋଗୀ ସ୍ଥାନାନ୍ତର ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା
by
Proprietor Abhimanyu Maharana
July 8, 2026
ଘରୁ ପଳାଇ ଆସିଥିବା ୨ ନାବାଳକଙ୍କୁ ପୋଲିସ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର
by
Proprietor Abhimanyu Maharana
July 8, 2026