ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ସୋମବାର ) ଧରାକୋଟ :- ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ଧରାକୋଟ ବ୍ଲକରେ ମୋ ଗେଲ୍ହା ଝିଅ କାଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ଧରାକୋଟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସରୋଜ ବାଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସୁପରଭାଇଜର ସବିତା ସାବତ କାଯ୍ୟକ୍ରମର ପରିଚାଳନା ଦାୟିତ୍ବ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୁଲତା ଭୋଇ, ଭାଗ୍ୟଲତା ମଣ୍ଡଳ, ରାଜଲଷ୍ମୀ ପ୍ରଧାନ,P. ସୁଜାତା ଓ ଧରାକୋଟ ବ୍ଲକର ସମସ୍ତ ଅଙ୍ଗନାୱଡ଼ି , ଆଶାକର୍ମୀ ଓ ପ୍ରତେକ ପଞ୍ଚାୟତର ମା ମାନେ ଯୋଗ ଦେଇଥିଲେ । କନ୍ୟା ଭୃଣ ହତ୍ୟା ବନ୍ଦ କରିବା, ବାଲ୍ୟ ବିଭାହକୁ ରୋକିବା,କିଶୋରୀ ବାଳିକାଙ୍କ ଯତ୍ନ ନେବା ଆଦି ବିଷୟରେ ଆଲୋଚନା କରିବା ସହ ପାଞ୍ଚ ଜଣ କନ୍ୟା ସନ୍ତାନକୁ ପ୍ରଶଂସା ପତ୍ର,ପୋଷାକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବୋଧିତ କରାଯାଇଥିଲା । ( ରିପୋର୍ଟ : ଶେଷଦେବ ସାହୁ )
ଧରକୋଟ ପଞ୍ଚାୟତ ସମିତିରେ ମୋ ଗେଲ୍ହା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ – ଧରାକୋଟ

- Categories: Uncategorized, ଓଡ଼ିଶା, ହୋମ୍
Related Content
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
by
Proprietor Abhimanyu Maharana
September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
by
Proprietor Abhimanyu Maharana
September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ
by
Proprietor Abhimanyu Maharana
September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ
by
Proprietor Abhimanyu Maharana
September 27, 2026
ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା
by
Proprietor Abhimanyu Maharana
September 27, 2026
हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन
by
Proprietor Abhimanyu Maharana
September 27, 2026