ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) ପଦ୍ମପୁର :- ପଦ୍ମପୁର ନିୟନ୍ତ୍ରିତ ବଜାର କମିଟୀର କର୍ମଚାରୀ ରବିନ୍ଦ୍ର ଚନ୍ଦ୍ର ସୁନାଙ୍କ ୫୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୫ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ । ଛତିଶଗଡ ରାଜ୍ୟ ରାୟପୁର ଏକ ସ୍ବାସ୍ଥ୍ଯ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସେ ଜଣେ ସରଳ,କର୍ତ୍ତବ୍ଯ ପରାୟଣ, ଆଧ୍ୟାତ୍ମିକ ,ବିଶ୍ବସ୍ଥ ,ସର୍ଚୋଟ୍ଟ କର୍ମଚାରୀ ଥିଲେ । ତାଙ୍କର ମୃତ୍ୟୁରେ ଶୋକାକୁଳ ପରିବେଶ ରହିଛି । ତାଙ୍କର ଶବକୁ ନିଜସ୍ବ ଗ୍ରାମ ପଦ୍ମପୁର ଉପ ଖଣ୍ତ ମଲଦା ଗ୍ରାମକୁ ଅଣାଯାଇଥିଲା। ଶବାଧାରରେ ଶତାଧିକ ବ୍ୟକ୍ତି ଅଶୃଳ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ତାଙ୍କର ଦୁଇ ପୁଅ ଓ ସ୍ତ୍ରୀକୁ ଛାଡିଛନ୍ତି । ତାଙ୍କର ସରଳତା ପାଇଁ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )
ଆର୍ ଏମ୍ ସି କର୍ମଚାରୀଙ୍କ ଅକାଳ ବିୟୋଗ

- Categories: Uncategorized, ଓଡ଼ିଶା, ହୋମ୍
Related Content
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
by
Proprietor Abhimanyu Maharana
September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
by
Proprietor Abhimanyu Maharana
September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ
by
Proprietor Abhimanyu Maharana
September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ
by
Proprietor Abhimanyu Maharana
September 27, 2026
ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା
by
Proprietor Abhimanyu Maharana
September 27, 2026
हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन
by
Proprietor Abhimanyu Maharana
September 27, 2026