ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) ପଦ୍ମପୁର :- ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ କରା ଯାଇଥିବା ମାସିକ ଯୋଜନାର ୧୧ ତମ ଲକି ଡ୍ର ଉଠାଣ ହୋଇଯାଇଛି । ଏହି ଲକି ଡ୍ର’ ର ବିଜେତା ହେଉଛନ୍ତି ଅତାବିରାର ରଞ୍ଜନ ବେହେରା । ଏହି ଉଠାଣ ସମୟରେ ରୋହିତ କୁମାର ପଟ୍ଟନାୟକ, ଭୋଜରାଜ ଭୋଇ, ଅଶ୍ୱିନୀ କୁମାର ସାହୁ, ସୁଦାମ ଦାନୀ, ଜଗନ୍ନାଥ ମେହେର, ହରିହର ନିଆଲ, ଦିନେଶ କୁମାର ଜେନା ଓ ବାଦଲ ସରାଫ ଯୋଗ ଦେଇଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
ଉଦୟନାଥ ଫର୍ଣ୍ଣିଚରର ୧୧ତମ ଲକି ଡ୍ର ଉଠାଣ – ପଦ୍ମପୁର

- Categories: Uncategorized, ଓଡ଼ିଶା, ହୋମ୍
Related Content
ବାଲିଗୁଡ଼ାରେ ଧୁମ୍ଧାମରେ ପାଳିତ ହେଲା ଶିଶୁ ଦିବସ
by
Proprietor Abhimanyu Maharana
November 15, 2026
ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ
by
Proprietor Abhimanyu Maharana
November 15, 2026
ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍ଅପ୍ ଜବତ, ଚାଳକ ଫେରାର
by
Proprietor Abhimanyu Maharana
November 15, 2026
ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ
by
Proprietor Abhimanyu Maharana
November 15, 2026
୧୦ କି.ମି.ରାସ୍ତା କୁ ୪୫ କି.ମି.ଯିବାକୁ ପଡୁଛି : ସ୍ୱାଧୀନତାର ୭୯ ବର୍ଷ ପରେ ବି ଦୂର ହେଉନି ଘାଟିତଳ ଗ୍ରାମବାସୀଙ୍କ ଦୁର୍ଦ୍ଦଶା,
by
Proprietor Abhimanyu Maharana
November 15, 2026
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ‘ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଶୀର୍ଷକରେ ହେବ ଆଲୋଚନାଚକ୍ର, ଯୋଗଦେବେ ଜିଲ୍ଲାପାଳ ଓ ଏସ୍ପି
by
Proprietor Abhimanyu Maharana
November 15, 2026