ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ବ୍ରହ୍ମପୁର :- ଗଞ୍ଜାମ ବ୍ଲକ ଅନ୍ତର୍ଗତ ନିମିସୁଲା ର ରମାପ୍ରଧାନ ହତ୍ୟାକାରୀ ଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାଇ ଦଣ୍ଡ ବିଧାନ, ରମ୍ଭା ଥାନା ଆଇ ଆଇ ସି ଙ୍କୁ ସସ୍ପେଣ୍ଡ କରିବା, ରମା ପ୍ରଧାନ ଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା ସହିତ ହଥରସ ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ, ଏ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବିରେ ଆଜି ଗଞ୍ଜାମ ଜିଲ୍ଲାପାଳ ଅଫିସ ଠାରେ ଦଳିତ ଶୋଷଣ ମୁକ୍ତି ମଞ୍ଚ ଓ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଂଘଠିତ ହୋଇଯାଇଛି । ଏ ଥିରେ ସଂଗଠନ ର ଆବାହକ ରାମଚନ୍ଦ୍ର ନାୟକ, କୈଳାସ ଷଡ଼ଙ୍ଗୀ, ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ପି. ହରିକୃଷ୍ଣ ରେଡଡି, ଵାପିନୀ ନାୟକ, ମହିଳା ନେତ୍ରୀ ବାସନ୍ତୀ ଷଡ଼ଙ୍ଗୀ, ବିଷ୍ନୁପ୍ରିୟା ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ( ରିପୋର୍ଟ : ଶେଷଦେବ ସାହୁ )
ଦଳିତ ଶୋଷଣ ମୁକ୍ତି ମଞ୍ଚ ଓ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ; ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍ଅପ୍ ଜବତ, ଚାଳକ ଫେରାର
by
Proprietor Abhimanyu Maharana
November 15, 2026
ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ
by
Proprietor Abhimanyu Maharana
November 15, 2026
୧୦ କି.ମି.ରାସ୍ତା କୁ ୪୫ କି.ମି.ଯିବାକୁ ପଡୁଛି : ସ୍ୱାଧୀନତାର ୭୯ ବର୍ଷ ପରେ ବି ଦୂର ହେଉନି ଘାଟିତଳ ଗ୍ରାମବାସୀଙ୍କ ଦୁର୍ଦ୍ଦଶା,
by
Proprietor Abhimanyu Maharana
November 15, 2026
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ‘ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଶୀର୍ଷକରେ ହେବ ଆଲୋଚନାଚକ୍ର, ଯୋଗଦେବେ ଜିଲ୍ଲାପାଳ ଓ ଏସ୍ପି
by
Proprietor Abhimanyu Maharana
November 15, 2026
ଜନଜାତୀୟ ଗୌରବ ଦିବସ ପାଳନ ପାଇଁ କୁଈକୂଳ ସମିତିର ପ୍ରସ୍ତୁତି, ନଭେମ୍ବର ୧୫ରେ ବିର୍ସା ମୁଣ୍ଡା ଜୟନ୍ତୀ ଉତ୍ସବ
by
Proprietor Abhimanyu Maharana
November 15, 2026
ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ ତମ ଜୟନ୍ତୀ ପାଳିତ : ତିନି ବିଶିଷ୍ଟ ସମାଜସେବୀଙ୍କୁ ରାଜ୍ୟସ୍ତରୀୟ ସେବା ସମ୍ମାନ
by
Proprietor Abhimanyu Maharana
November 15, 2026