ସୋହେଲା ବ୍ଲକ ମୁଖ୍ୟାଳୟ ରେ ନୂତନ ଉପ ଡାକଘର କୋଠା ଉଦଘାଟିତ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ ( ୦୯ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ସୋହେଲା ବ୍ଲକ ମୁଖ୍ୟାଳୟ ରେ ଉପ ଡାକଘର ର ନୂତନ କୋଠା କୁ ସମ୍ବଲପୁର ଡିଭିଜନ ର ମହା ଡାକ ପାଳ ଲଳାଟେନ୍ଦୁ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଉକ୍ତ ଡାକଘର ଆରମ୍ଭରୁ ଭଡ଼ା ଘରେ ଚାଲି ଆସୁଥିବା ବେଳେ ନୂତନ କୋଠା ନିର୍ମାଣ ପାଇଁ ଅଞ୍ଚଳ ବାସୀଙ୍କ ବହୁ ଦିନରୁ ଦାବି ଥିଲା ଯାହା ଆଜି ପୁରଣ ହୋଇଛି ବୋଲି ଡାକ ପାଳ କହିଥିଲେ।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version