ବାଲିପଦର ମହୋତ୍ସବ ୨୦୨୦ “କୃଷ୍ଣସାର” ର ପ୍ରଥମ ଦିନ – ପୋଲସରା

ପୋଲସରା (ଓଡିଶା ତାଜା ନିଉଜ୍) ମନଶିଳା ଗ୍ରାମ ତା୦୭/୦୧/୨୦୨୦ :-  ବାଲିପଦର ମହୋତ୍ସବ ୨୦୨୦ “କୃଷ୍ଣସାର” ର ପ୍ରଥମ ଦିନରେ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି ।

ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଓ ମହୋତ୍ସବର କମିଟି ବୃନ୍ଦ ଉପସ୍ଥିତ ଥିଲେ। (ଓଡିଶା ତାଜା ନିଉଜ୍) ରିପୋଟର ସୁକାନ୍ତ କୁମାର

Exit mobile version