ତିର୍ତ୍ତୋଲ : ଉପନିର୍ବାଚନ ପୁର୍ବରୁ ଭୃଗୁ ବର୍ସି ପାତ୍ର ଙ୍କୁ ଶକ୍ତ ଧକା ; ବିଜେପି କର୍ମୀ ଙ୍କୁ ମିଳୁ ନାହିଁ ସମ୍ମାନ

  1. ବିଜେପି କର୍ମୀ କୁହନ୍ତି ଦଳପାଇଁ ଆମେ ଜେଲଯାଇଚୁ କିନ୍ତୁ ରାଜ୍ୟ କାର୍ଯ୍ୟଳୟ କୁ ଗଲେ ସେମିତି ସନମାନ ମିଳୁନାହିଁ

ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ତିର୍ତୋଲ :- ଜଗତସିଂହପୁର ଜିଲ୍ଲା ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେପି ଦଳପକ୍ଷରୁ କାୟାଳୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଉଦଘାଟନ ଉତ୍ସବ ହୋଇଥିବା ବେଳେ ବିଜେପି କର୍ମୀଙ୍କୁ ବିଜେପି ଦଳପକ୍ଷରୁ ବିଗତ ଦିନରେ ଅଣଦେଖା କରିବା ଓ ନବନିଯୁକ୍ତି ଜିଲ୍ଲା ପ୍ରଭାରୀ କୁ ଘୋର ବିରୋଧ କରି ବିଜେପି କର୍ମୀ ମାନେ ଅଶ୍ଲିସ ଭାଷା ପ୍ରୟୋଗ କରି ଗଣ୍ଡଗୋଳ ହୋଇଯାଇଥିଲା ଯାହାଫଳରେ ଉଦଘାଟନୀ ଉତ୍ସବ ଅଟକି ଯାଇଥିଲି ତିର୍ତୋଲ ବିଧାନସଭା କ୍ଷତ୍ରରେ କିଛି

ବିଜେପି କର୍ମୀ କୁହନ୍ତି ଦଳପାଇଁ ଆମେ ଜେଲଯାଇଚୁ କିନ୍ତୁ ରାଜ୍ୟ କାର୍ଯ୍ୟଳୟ କୁ ଗଲେ ସେମିତି ସନମାନ ମିଳୁନାହିଁ ସେହିପରି ଗତକାଲି ବିଜେପିର ପୂର୍ବତନ ପ୍ରାଥୀ ରମାକାନ୍ତ ଭୋଇଙ୍କର ଇସ୍ତଫା କୁ ନେଇ ମଧ୍ୟ ଅସନ୍ତୋଷ ନିଆଁ କର୍ମୀ ଙ୍କ ମହଲରେ ଦେଖାଯାଇଥିଲା ବିଜେପି ର ଏଭଳି କାର୍ଯ୍ୟ କୁ ସାଧାରଣରେ ନାପସନ୍ଦ କରିଛନ୍ତି ଏପରିକି ବିଜପିର ଘରେ ନପଶୁଣୁ ଚାଳବାଜିଲାଣି ବୋଲି ସାଧାରଣରେ ଆଲୋଚନା ଜୋରଧରିଛି

ପରେ ବୁଝାସୁଝା ହେବାପରେ ଦଳୀୟ କାର୍ଯ୍ୟଳୟ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ରାଜ୍ୟ ବିଜେପି ଉପସଭାପତି ଭୃଗୁବାକ୍ସ ପାତ୍ର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର. ଦିଲ୍ଲୀପ ମଲ୍ଲିକ. ପ୍ରକାଶ ବେହେରା. ସାରଦା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ( ଋିପୋର୍ଟ- ଜଗତସିଂହପୁର ଜିଲ୍ଲା /ଭାସ୍କର ପଟ୍ଟନାୟକ)

Exit mobile version