ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ଟାଙ୍ଗୀ ରେ ଜାତୀୟ ପ୍ରେସ ଦିବସ ପାଳିତ, ଆଡ଼ମ୍ବର ସହକାରେ ହୋଇ ଯାଇଅଛି,,,,ସଙ୍ଘ ର ସାଧାରଣ ସମ୍ପାଦକ ସରୋଜ କୁମାର ପାଇକରାୟ ଙ୍କ ସଂଯୋଜନା,, ସଭାପତି ରାମଚନ୍ଦ୍ର ପରିଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ,,,,ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଙ୍ଘର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନାଇଡ଼ୁ ଙ୍କ ସହ ବିଶିଷ୍ଟ ସମାଜ ସେଵୀ ଶ୍ରୀରଞ୍ଜନ ମଙ୍ଗରାଜ,, ପୂର୍ବତନ ଖାଉଟି ଅଦାଲତ ର ବିଚାର ପତି ନାରାୟଣ ମହାପାତ୍ର,,, ଟାଙ୍ଗୀ ଥାନା ଅଧିକାରୀ ରବିନ୍ଦ୍ର କୁମାର ଭୁଜବଳ,,ଟାଙ୍ଗୀ ଦୁର୍ଗା ଚରଣ ଚିଲିକା +୨ କଲେଜ ର ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର,,, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ,,,,କାର୍ଯ୍ୟକ୍ରମ ରେ ସମାଜ ରେ ଗଣ ମାଧ୍ୟ୍ୟମର ଭୂମିକା ସମ୍ପର୍କ ରେ ହୋଇଥିଲା ଚର୍ଚ୍ଚା,,
ଏଥିରେ ଅତିଥିଙ୍କ ସହ ସାମିଲ ହୋଇ ମତ ବ୍ୟକ୍ତ କରିଥିଲେ ସାମ୍ବାଦିକ ମଦନ ସୁନ୍ଦର ସାହୁ,,, ଚିଲିକା କେନ୍ଦ୍ରୀୟ ସମ୍ବବାୟ ସମିତି ର ନିର୍ଦେଶକ ଦିଲିପ କୁମାର ବେହେରା,,,, ବନ୍ୟ ପ୍ରାଣୀ ଫରେଷ୍ଟର ମଧୁସ୍ମିତା ଜେନା,, ଦୀପକ କୁମାର ଜେନା,,, ଯୁବ ଉଦ୍ୟୋଗୀ ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ,,,, ସମାଜ ର ତଳ ସ୍ତରର ଲୋକଙ୍କର ସ୍ୱର ହୋଇ ସମସ୍ୟା କୁ ଲୋକ ଲୋଚନ କୁ ଆଣିବାକୁ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ,,ଶେଷରେ ସଙ୍ଘର ଉପ ସଭାପତି ଦୁର୍ଗା ପ୍ରସାଦ ଦାଶ ଏଥିରେ ଧନ୍ୟବାଦ ଅର୍ପଣ କରିଥିଲେ,।ଏହା ସହ ସଙ୍ଘର କୋଷାଧକ୍ଷ କମଳ ଲୋଚନ ପାଇକରାୟ,,, ସୁଧୀର କୁମାର ବେହେରା,,, ଯଦୁମଣୀ ବେହେରା,,, ବାଲୁଙ୍କେଶ୍ୱର ବେହେରା,,, ଶୁଭ୍ର ରଂଜନ ସାହୁ,, ସୂର୍ଯକାନ୍ତ ସାହୁ,,, ଅଭିଜିତ ଦାଶ,,, ପ୍ରସନ କୁମାର ବଳିୟାର ସିଂ,,,କ୍ରିଷ୍ଠା ଚନ୍ଦ୍ର ଘଡ଼ାଇ,,, ଅଜୟ କୁମାର ସେଠୀ,, ପ୍ରବୋଧ କୁମାର ବିଶ୍ୱାଳ ଙ୍କ ସହ ସମସ୍ତ କର୍ମକର୍ତ୍ତା ଏଥିରେ କରିଥିଲେ ସହଯୋଗ,
