ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲା ଆସିକା ପୋଲିସ୍ ପକ୍ଷରୁ ନିକଟସ୍ଥ କାଳଷଣ୍ଢପୁର, ଢୁଙ୍କୁଣୀ, ଶାହାପୁର ଏବଂ ଜୟପୁର ଅଞ୍ଚଳରେ ଚଢ଼ାଉ କରାଯାଇ ୬୨୦ ଲିଟର ଆଇଡି ଲିକ୍ୟୁୟେର୍ ଜବତ କରିବା ଓ ୨୦୦୦ ଲିଟର ପୋଚ ନଷ୍ଟ କରାଯାଇଛି. ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ୧୩ଜଣଙ୍କୁ ଆସିକା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି. ଗିରଫ ବ୍ୟକ୍ତି ମାନେ ହେଲେ ଜି.ଦାମୋଦର ପଲ୍ଲୀ ଗ୍ରାମର ଡ଼ି ଗୋପୀ, ଜଗନ୍ନାଥ ପଲ୍ଲୀ ଗ୍ରାମର ଏ. ମୁରଲୀ, ଧୂଁକୁଣି ଗ୍ରାମର ପି. ଗୋପାଳ, ଏ.ବାବୁ, ଏ.ରବି, ଏମ.ନଈନା, କରନା ଦାସ, ଯାଜପୁର ରୋଡ଼ ସ୍ଥିତ ଶିବ କୁସୁମ, ସାହାପୁର ଗ୍ରାମର କରନା ରାଓ, ଏ. ଦଣ୍ଡ, ଛତାପଡିଆ ଗ୍ରାମର ନରସିଂମା ଦାସ, କରତାଳି ଏରୁଗୁଳା କ୍ୟାମ୍ପ ର ଏ. ଶଙ୍କର, ଜୟପୁର ଗ୍ରାମର ରବୀନ୍ଦ୍ର ଦାସ ପ୍ରମୁଖଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ ଏ ସମ୍ପର୍କିତ ସୂଚନା କହିଛନ୍ତି । (ରିପୋର୍ଟ: ଶେଷଦେବ ସାହୁ )
ଆସ୍କା ପୋଲିସ ପକ୍ଷରୁ ମାରାଥନ ଚଢ଼ାଉ , ୬୨୦ ଲିଟର ମଦ ଜବତ

- Categories: Uncategorized, ଅପରାଧ, ଓଡ଼ିଶା, ହୋମ୍
Related Content
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
by
Proprietor Abhimanyu Maharana
September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
by
Proprietor Abhimanyu Maharana
September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ
by
Proprietor Abhimanyu Maharana
September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ
by
Proprietor Abhimanyu Maharana
September 27, 2026
ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା
by
Proprietor Abhimanyu Maharana
September 27, 2026
हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन
by
Proprietor Abhimanyu Maharana
September 27, 2026