ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି | ଏହାର ଶ୍ରେୟ ଗଞ୍ଜାମ ଜିଲ୍ଲାପାଳ ଓ ପ୍ରଶାସନ କୁ ଯାଉଛି | ଜିଲ୍ଲା ରେ ପ୍ରଶାସନିକ ତତ୍ପରତା ଯୋଗୁଁ ବହୁତ କରୋନା ପଜୀଟିଭି ବ୍ୟକ୍ତି ଏବେ ସୁସ୍ଥ ହୋଇ କୋଭିଡ ସେଣ୍ଟର ରୁ ଘରକୁ ଫେରିଛନ୍ତି ଏହି ରୋଗର କୌଣସି ଔଷଧ ଏ ପର୍ଯ୍ୟନ୍ତ ବହାରିନଥିବା ବେଳେ ରୋଗୀଙ୍କ ଦେହରେ ପ୍ଲାଜମା ଥେରାପି ହିଁ ଏକ ମାତ୍ର ବିକଳ୍ପ. ଯାହା ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ପ୍ଲାଜ୍ମା ସୁସ୍ଥ କରିବା ପାଇଁ କରନା ରୁ ସୁସ୍ଥ ହୋଇ ପାଇଁ ଫେରିଥିବା ବ୍ୟକ୍ତି ମାନଙ୍କୁ ଅନୁରୋଧ କରଯାଇଛି. ସେହିପରି ଗଞ୍ଜାମ ଜିଲ୍ଲା ପାଳ ଅମୃତ କୁଳାଙ୍ଗଙ୍କ ଅନୁରୋଧ କ୍ରମେ କବିସୂର୍ଯ୍ୟ ନଗର ବ୍ଲକ ର ବରିଷ୍ଠ ରାଜସ୍ୱ ଅଧିକାରୀ କିରଣ କୁମାର ପାଢୀ କଟକ ସ୍ଥିତ ଶ୍ରୀରାମ ଭଞ୍ଜ ମେଡିକାଲ କଲେଜ ର ପ୍ଲାଜ୍ମା ବ୍ୟାଙ୍କ ରେ ପ୍ଲାଜ୍ମା ଦାନ କରି ସମସ୍ତ ସରକାରୀ ବେସରକାରୀ ଅଧିକାରୀ ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି. ରାଜସ୍ବ ଅଧିକାରୀ କିରନ ପାଢ଼ୀ କୋରନା ରୁ ସୁସ୍ଥ ହୋଇ ଦୁଇ ମାସ ତଳେ ନିଜ ଘରକୁ ଫେରିଥିଲା ବେଳେ ଏବେ ପ୍ଲାଜ୍ମା ଦାନ କରି ସେ ନିଜକୁ ଧନ୍ୟମନେ | ଅନ୍ୟ ମାନଙ୍କୁ ପ୍ଲାଜ୍ମା ଦାନ କରିବା ପାଇଁ ସେ ଉତ୍ସାହିତ କରିଥିଲେ । (ରିପୋର୍ଟ: ଶେଷଦେବ ସାହୁ/ ଗଞ୍ଜାମ ଜିଲ୍ଲା ବ୍ୟୁରୋ)
ପ୍ଲାଜମା ଦାନ କଲେ ରାଜସ୍ବ ଅଧିକାରୀ କିରଣ ପାଢ଼ୀ

- Categories: Uncategorized, ଓଡ଼ିଶା, ହୋମ୍
Related Content
ପାରଳାଖେମୁଣ୍ଡି ଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
August 20, 2026
ଭୟଭୀତ ପରିବେଶ ମଧ୍ୟରେ ଟାଙ୍ଗୀ ଗୋଷ୍ଠୀ କେନ୍ଦ୍ର ର କେତେକ କର୍ମଚାରୀ କାର୍ଯ୍ୟ କରୁଛନ୍ତି
by
Proprietor Abhimanyu Maharana
August 20, 2026
କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ତାଇକୋନ୍ଡୁ ପ୍ରତିଯୋଗୀତାରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ,ଗଜପତି ଛାତ୍ରୀର ସଫଳତା
by
Proprietor Abhimanyu Maharana
August 20, 2026
ମହୁରୀ ଗଡ ଅଷ୍ଟଶମ୍ଭୁ ସମେତ ଅନ୍ୟାନ୍ୟ ଶିବ ପୀଠରେ ଗୁଡ଼ିକରେ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ରୁଦ୍ରାଭିଷେକଓ ପୂଜାର୍ଚନା କାର୍ଯ୍ୟ ଅନୁଷ୍ଠିତ
by
Proprietor Abhimanyu Maharana
August 20, 2026
ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
August 20, 2026
ଗୋଷାଣୀ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
by
Proprietor Abhimanyu Maharana
August 20, 2026