ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ଜଗନ୍ନାଥପ୍ରସାଦ :- ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଅଢେଇଗାଁ ପଂଚାୟତ ର ପ୍ରବାସୀ ଯୁବ ଗୋଷ୍ଠୀ ସ୍ଥାନୀୟ କନ୍ଧୁଣୀ ଦେବୀ ମନ୍ଦିର ପରିସରରେ ଏକ ନୈଶ ଭୋଜି ର ଆୟୋଜନ କରିଥିଲେ । କୋରନା ପାଇଁ ସମସ୍ତେ ଲକଡାଉନ ରେ ଗାଁରେ ଉପସ୍ଥିତ ଥିବା ଯୋଗୁଁ ଏହି ଭେଟ ଘାଟ ର ସ୍ୱତନ୍ତ୍ର ଆୟୋଜନ କରିଥିଲେ । ସମସ୍ତ ପ୍ରବାସୀ ଦୀର୍ଘ ଦିନ ବାହାରେ ରହୁଥିବାରୁ ସାଙ୍ଗ ପରିଜନ ଙ୍କ ଠାରୁ ଦୁରେଇ ରହୁଥିଲେ । ଏହି ଅବସରରେ ହରିହର ଖଟେଇ, ରବୀନ୍ଦ୍ର ବିଶୋୟୀ, ଗଣେଶ ବିଶୋୟୀ, ସନ୍ତୋଷ ଭୂୟାଁ, ଅଜୟ ବିଶୋୟୀ, ଲିଟୁ ବିଶୋୟୀ ପ୍ରମୁଖ ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ ଏହି ଛୋଟିଆ ଆୟୋଜନ ସମସ୍ତଙ୍କ ମନରେ ଖୁସି ଭରିଦେଇଛି । (ଦୀପ୍ତିମାନ ପତି /ବାଲେଶ୍ୱର )
ଅଢେଇଗାଁ ଯୁବ ଗୋଷ୍ଠୀ ର ବନ୍ଧୁମିଳନ

- Categories: Uncategorized, ଓଡ଼ିଶା, ହୋମ୍
Related Content
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
by
Proprietor Abhimanyu Maharana
September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
by
Proprietor Abhimanyu Maharana
September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ
by
Proprietor Abhimanyu Maharana
September 27, 2026
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ
by
Proprietor Abhimanyu Maharana
September 27, 2026
ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା
by
Proprietor Abhimanyu Maharana
September 27, 2026
हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन
by
Proprietor Abhimanyu Maharana
September 27, 2026