ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରୀ ଡକାୟତି ବୃଦ୍ଧିକୁ ରୋକିବା ଲାଗି କବିସୂର୍ଯ୍ୟ ନଗର ପୋଲିସ ପକ୍ଷରୁ ମଧ୍ୟ କଡା ପଦେକ୍ଷେପ ନିଆଯାଇ ଡକାୟତ ମାନଙ୍କୁ ଧରିବା ପାଇଁ ନୁତନ ରଣକୌଶଳ ପ୍ରସ୍ତୁତ କରିଛନ୍ତି ଥାନା ଅଧିକାରୀ ପ୍ରଭାତ କୁମାର ସାହୁ. ସୂଚନାଯୋଗ୍ୟ ଗତ କିଛିଦିନ ହେବ କବିସୂର୍ଯ୍ୟ ନଗର ର ଆଖପାଖ ଅଞ୍ଚଳରୁ ୫ଟି ବାଇକ ଚୋରୀ ଥାନାରେ ଅଭିଯୋଗ ହୋଇଥିଲା ଏହି ଅଭିଯୋଗ କୁ ଭିତ୍ତି କରି କବିସୂର୍ଯ୍ୟନଗର ପୋଲିସ ତଦନ୍ତ ସମୟରେ ଏହି ଥାନା ଅନ୍ତର୍ଗତ ବଡଆଗୁଳ ଗ୍ରାମର କଂଗ୍ରେସ ବିଶ୍ୱାଳ (ମାଣ୍ଡିଆ) କୁ ବାଇକ ଚୋରୀ ଘଟଣାରେ ଗିରଫ କରିବା ସହ ୫ ଟି ବାଇକ ଜବତ କରି କେସ ନୁମ୍ବର ୨୬୦ ଜବତ / ୨୦ ଆଇପିସ ଧାରା ୩୭୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି କବିସୂର୍ଯ୍ୟନଗର ପୋଲିସ. ମାଣ୍ଡିଆ ପୂର୍ବରୁ ଅପରାଧୀ, ଡକାୟତି, ଚୋରୀ ଭଳି ଅନେକ କେସ ରେ ଜେଲ ଯାଇ ଜାମିନ ରେ ଆସିଥିବା ଥାନା ଅଧିକାରୀ ପ୍ରଭାତ କୁମାର ସାହୁ କହିଛନ୍ତି । (ରିପୋର୍ଟ: ଶେଷଦେବ ସାହୁ/ ଗଞ୍ଜାମ ଜିଲ୍ଲା ବ୍ୟୁରୋ)
ବାଇକ ଚୋରୀ ଘଟଣା ରେ ଜଣେ ଗିରଫ ସହ ୫ ବାଇକ ଜବତ

- Categories: Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
Related Content
ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
by
Proprietor Abhimanyu Maharana
September 28, 2026
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ଗଜପତି ଜିଲ୍ଲାର ଭୂଷ୍ଫଳନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ
by
Proprietor Abhimanyu Maharana
September 28, 2026
ଗୋଷାଣୀ ବ୍ଲକ ଗୁରାଣ୍ଡି ଠାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ (ସି.ୟୁ.ଟି.ଏମ୍.), - ଅମୃତ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧୀନରେ କିଷାନ ମେଳା ଅନୁଷ୍ଠିତ
by
Proprietor Abhimanyu Maharana
September 28, 2026
VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
by
Proprietor Abhimanyu Maharana
September 27, 2026
କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ
by
Proprietor Abhimanyu Maharana
September 27, 2026
କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ
by
Proprietor Abhimanyu Maharana
September 27, 2026