ପାଞ୍ଚଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ଜଗତସିଂହପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗୁରୁବାର ବିରିଡି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ନେତୃତ୍ବରେ ଏବଂ ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର ଙ୍କ ତତ୍ତ୍ବାବଧନା ଏବଂ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଙ୍କ ଉପସ୍ଥିତିରେ ୫ ଦଫା ଦାବି କୁ ନେଇ ବ୍ଲକ ଘେରାଉ କାର୍ଯ୍ଯକ୍ରମ କରାଯାଇଥିଲା । ବାର୍ଦ୍ଧ୍ଯକ , ଅସହାୟ ଓ ଭିନ୍ନକ୍ଷମ ମାନଙ୍କ ଭତ୍ତା ବିନା ବିଳମ୍ବରେ ପ୍ରତି ମାସରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଯୋଗାଇ ଦେବା , ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ରାସନ କାର୍ଡ ପ୍ରଦାନ ,

ସୁଭଦ୍ରା ଯୋଜନାରେ ଭୁଲ୍ ତଥ୍ଯ କିମ୍ବା ତୃଟିପୂର୍ଣ୍ଣ ଯାଞ୍ଚ ଆଧାରରେ ଯେଉଁ ଯୋଗ୍ଯ ମହିଳାମାନଙ୍କୁ ଯୋଜନାରୁ ବାଦ ଦିଆଯାଇଛି ସେମାନଙ୍କ ଆବେଦନର ପୁନଃ ଯାଞ୍ଚ କରାଯାଇ ଯୋଗ୍ଯ ମହିଳା ମାନଙ୍କୁ ଯୋଜନାରେ ସାମିଲ କରିବା ଏବଂ ବିରିଡି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ଜନସାଧାରଣଙ୍କ ମୌଳିକ ସମସ୍ଯା ଯଥା ରସ୍ତା , ପାନୀୟ ଜଳ ଆଦି ସମସ୍ଯା ର ତୁରନ୍ତ ସମାଧାନ ପାଇଁ ବିରିଡି ବ୍ଲକ କାର୍ଯ୍ଯାଳୟ କୁ ହଜାର ହଜାର କଂଗ୍ରେସ କର୍ମୀ ଘେରାଉ ଓ ପ୍ରତିବାଦ ସଭା କରିଥିଲେ । ଏହି କାର୍ଯ୍ଯକ୍ରମ ରେ ଜଗତସିଂହପୁର ଲୋକସଭା କ୍ଷେତ୍ର ପ୍ରଭାରୀ ଏବଂ ଓପିସିସି ଉପ-ସଭାପତି ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ,ଓପିସିସି ସାଧାରଣ ସମ୍ପାଦକ ଓ ଜିଲ୍ଲା କଂଗ୍ରେସ ପ୍ରଭାରୀ ଶ୍ରୀଯୁକ୍ତ ବିଶ୍ଵଜିତ ଦାସ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଦ୍ୟାଧର ବାରିକ,

ସମ୍ପାଦକ ବିମଳ କୁମାର ସେଠି, ସୌଭାଗ୍ୟ ରଞ୍ଜନ ବିଶ୍ଵାଳ, ଅଞ୍ଜନ କୁମାର ଜେନା, ବରିଷ୍ଠ କଂଗ୍ରେସ ନେତା ବିଭୂତି ରାୟ , ଆଡଭୋକେଟ ଦୀପକ କୁମାର ପଶାୟତ, ଶୁଭେନ୍ଦ୍ରକାନ୍ତ ରାଉତରାୟ, ସୁକାନ୍ତ ଭୁଇଁଆ, ଆଲୋକ ରଞ୍ଜନ ସ୍ଵାଇଁ, ଚିତ୍ତରଞ୍ଜନ ବେହେରା, ବିବେକାନନ୍ଦ ବେହେରା,ଶିବପ୍ରସାଦ ମହାପାତ୍ର, ଅନନ୍ତ ଚରଣ ପୃଷ୍ଟି, ବିଜୟ ଜେନା, ବାସନ୍ତୀ ସେଠି, ମଞ୍ଜୁଲତା ବାରିକ, ସର୍ବରି ରାୟ, ଅନିତା ମିଶ୍ର, ଜ୍ୟୋତ୍ସ୍ନା ରାଣୀ ବେହେରା, ସବିତା ମଲ୍ଲିକ, ସ୍ନେହମୟୀ ଜେନା, ମନୋରମା ସ୍ଵାଇଁ , କାମଦେବ ସ୍ଵାଇଁ, ମଙ୍ଗଳା ମହାନ୍ତି, ପଦମନ ସେଠି, ଚିତ୍ତରଞ୍ଜନ ଦାସ, ସଂଗ୍ରାମ ମହାପାତ୍ର, ଭଗବାନ ସାହୁ, ପ୍ରଦୀପ୍ତ ରାଉତ,

ସମ୍ପଦ କୁମାର ଜେନା, ସଂଜୟ ଜେନା, ଅମ୍ରିତ ପଶାୟତ, ବିଶ୍ୱଜିତ୍ ସାହୁ,ନୃସିଂହ ଖୁଣ୍ଟିଆ, ଗୋଲେଖ ସାମଲ, ରାହୁଲ କାଣ୍ଡି, ପୂର୍ଣ୍ଣଚନ୍ଦ୍ର ସୋରେନ, ସୀମାଞ୍ଚଳ ରାଉତ, ବିନୋଦ ମହାପାତ୍ର, ସନ୍ତୋଷ ଭୋଇ, ଅକ୍ଷୟ ରାଉତ, ସଚିଦାନଁଦ ମହାନ୍ତି, ପ୍ରଫୁଲ୍ଲ ସେଠି, ଚିତ୍ତରଞ୍ଜନ ହୋତା, ନୃସିଂହ ଚରଣ ପଣ୍ଡା, ଦେବେନ୍ଦ୍ର ଦାସ,ବାନାମ୍ବର ଦାସ, କିଶୋର ପଟ୍ଟନାୟକ, ରବିନ୍ଦ୍ର ବେହେରା, ବଳରାମ ସାହୁ, ଲକ୍ଷ୍ମୀଧର ନାୟକ, ସନାତନ ବେହେରା, ସୁବାଷ ଦାଶ, ଅଜୟ ମଲ୍ଲିକ, ସୂରଜକାନ୍ତ ଦାସ, ଆଖଲ ରାଉଳ, ମାନସ ରାଉତରାୟ, ପ୍ରିୟରଞ୍ଜନ ମଲ୍ଲିକ, ବିଘ୍ନେଶ୍ୱର ସ୍ଵାଇଁ, ଟୁଲୁ ଜେନା,

ସୁକାନ୍ତ ମଲ୍ଲିକ, ଅମଳେନ୍ଦୁ ମହାନ୍ତି, ମାୟାଧର ଜେନା, ସୁକାନ୍ତ ମଲ୍ଲିକ, ସତ୍ୟବ୍ରତ ଭୁଇଁଆ, ସୁଦର୍ଶନ ମହାରଣା, ଆସିତ ନାରାୟଣ ମହାନ୍ତି, ଶିବପ୍ରସାଦ ମଲ୍ଲିକ, ରାଖଲ ମଲ୍ଲିକ, ଶିବରାମ ପ୍ରଧାନ, ଦୟାନିଧି ସେଠି, ସ୍ମୃତିରଞ୍ଜନ ପାଳ, ବିଘ୍ନେଶ୍ୱର ପାଳ, ପ୍ରଶାନ୍ତ ନାଥ, ପ୍ରଦୀପ୍ତ ନାଥ, ରାଜା ଭୋଇ, ସୁଶୀଲ କୁମାର ଦାଶ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।ପରିଶେଷରେ ୫ ଦଫା ଦାବି କୁ ନେଇ ଏକ ଦାବିପତ୍ର ବିଡିଓ ଙ୍କୁ ପ୍ରଦାନ କରାଇଥିଲା ।

Exit mobile version