ସମାଜ ସେବୀ ଗୁଡ୍ଡୀ ରାଓ ଙ୍କୁ ହସ୍ପିଟାଲ ବଞ୍ଚାଓ ଅଭିଯାନ ଓ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧଞ୍ଜଳୀ

ଓଡ଼ିଶା ତାଜା ନ୍ୟୁଜ (୦୬ ଅକ୍ଟୋବର ମଙ୍ଗଳବାର ) ବରଗଡ :- ବରଗଡ ର ବିଶିଷ୍ଟ ସମାଜସେବୀ ଗୁଡ୍ଡୀ ରାଓ ଙ୍କୁ ଶ୍ରଦ୍ଧାଞ୍ଜଳୀ, ହୃଦଘାତ ରେ ତାଙ୍କର ବିୟୋଗ ହୋଇଥିବାରୁ ବରଗଡ ରେ ଶୋକକୁଳ ପରିବେଶ, ଆବାହକ ପବିତ୍ର ଦେହେରି, ରମେଶ ମହାପାତ୍ର, ମରିୟମ ବାର୍ଳା, ଆଶିଷ ସୁନା, ଦେବୀକା ଶିକ୍କା, ସାରଥୀ ମେହେର ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିବା ସହ ମହମ ବତୀ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version