ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ବହୁ ଭକ୍ତ ନିଜ ନିଜକୁ ଭିନ୍ନ ଭିନ୍ନ ଭାବେ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସହରର ଜଗନ୍ନାଥ ବିହାରର ବାସିନ୍ଦା ତଥା ଗଜପତି ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ଗରୁଡ଼ଧଜ୍ୱ ଚୌଧୁରୀ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଚୌଧୁରୀଙ୍କ ସହ ଜଗନ୍ନାଥ ମନ୍ଦିରରେ ପହଞ୍ଚି ତିନି ଠାକୁରଙ୍କୁ ପୂଜା ପାଠ କରିବା ସହ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ 25 ହଜାର ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଛନ୍ତି l
ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ

Related Content
ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ
by
Proprietor Abhimanyu Maharana
October 21, 2026
Delhi’s Sahapurjat Durga Puja Celebrates Silver Jubilee
by
Proprietor Abhimanyu Maharana
October 21, 2026
ନିଆଳି ଥାନାରେ ମା, ଦୁର୍ଗାଙ୍କ ପବିତ୍ର ପୂଜା ଉତ୍ସବ ଅନୁଷ୍ଠିତ
by
Proprietor Abhimanyu Maharana
October 21, 2026
ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଜନଜାଗରଣ ପଦଯାତ୍ରା ୨୦୪ ଦିନରେ
by
Proprietor Abhimanyu Maharana
October 21, 2026
ଖୁବଶୀଘ୍ର ଭିଆଇପି ରୋଡ ଓସାରିକରଣ ମାପଚୁପ ଚାଲିଛି
by
Proprietor Abhimanyu Maharana
October 21, 2026
ଶ୍ରୀକ୍ଷେତ୍ର ଓ ବିରଜା କ୍ଷେତ୍ରର ଅନନ୍ୟ ପରମ୍ପରା ମାଙ୍କୁ ଲାଗି ହେଲା ଶ୍ରୀଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ବାର ପାଟିଆ
by
Proprietor Abhimanyu Maharana
October 21, 2026