ଓଡ଼ିଶା ତାଜା ନ୍ୟୁଜ (୦୫ ଅକ୍ଟୋବର ସୋମବାର) ଦିଗପହଣ୍ଡି :- ଦିଗପହଣ୍ଡି ପୋଲିସଫାଣ୍ଡି ଅଧିନ ଭିଷ୍ମଗିରି ଗ୍ରାମର କେଦାର ବାଡତ୍ୟାଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେ ପାରଳାଖେମୁଣ୍ଡିରେ ଡାକବିଭାଗର ନନ୍ ଡେଲିଭେରି ଅଫିସରେ କାର୍ଯ୍ୟରତ ଥିଲେ । ତାଙ୍କରି ମାମୁଘର ବ୍ରହ୍ମପୁର ଆଇନାବନ୍ଧ ସାହିରେ ରହୁଥିଲେ । ପ୍ରତ୍ୟକ ଶନିବାର ନିଜର କାମସାରି ସେ ବ୍ରହ୍ମପୁର ଫେରି ପୁଣି ସୋମବାର ଭୋର ସକାଳୁ ନିଜର ବାଇକ ଯୋଗେ ପାରଳାଖେମୁଣ୍ଡି ଯିବା ରାସ୍ତାରେ ପଲାସା ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ । ତାଙ୍କୁ ବ୍ରହ୍ମପୁର ଆଣିବା ରସ୍ତାରେ ପ୍ରାଣ ବାୟୁ ଚାଲିଯାଇଥିଲା । ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ( ରିପୋର୍ଟ -ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ବାଇକ ଦୁର୍ଘଟଣାରେ ଡାକ ବିଭାଗର ନନ୍ ଡେଲିଭେରି ଅଫିସରଙ୍କ ମୃତ୍ୟୁ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ
by
Proprietor Abhimanyu Maharana
May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର
by
Proprietor Abhimanyu Maharana
May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ
by
Proprietor Abhimanyu Maharana
May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ
by
Proprietor Abhimanyu Maharana
May 11, 2026
ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ
by
Proprietor Abhimanyu Maharana
May 11, 2026
ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ
by
Proprietor Abhimanyu Maharana
May 11, 2026