ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬

ଆଜିତାରିଖ  (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକ ଅଧିନ୍ୟସ ମହାଖଣ୍ଡ ଗ୍ରାମ ର ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ତ୍ରିବେଣୀ କଳାକାର ସଂଘ ଓ ପଶ୍ଚିମ ଓଡିଶା ଲୋକ କଳା ପୁନଃରୁଦ୍ଧାର ପରିଷଦ ବଡବାଙ୍କି କନ୍ଦେଇ ମହାଖଣ୍ଡ ଗ୍ରାମପଞ୍ଚାୟତ ର କଳାକାର ମାନଙ୍କ ଆନୁକୂଲ୍ୟରେ ଏହି ନୁଆଁଖାଇ ଭେଟ ଘାଟ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ମାନ୍ୟବର ବିଧାୟକ କଣ୍ଟାବାଞ୍ଜି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସୁଦାମ ବିଶି ଜିଲ୍ଲା କଳା ସଂସ୍କୃତି ଉପ ସଭାପତି ବଲାଙ୍ଗୀର ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାକେଶ ବେହେରା

ଥାନା ଅଧିକାରୀ ତୁରେକେଲା ସମ୍ମାନିତ ଅତିଥି ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ସାହୁ ଉପ ସଭାପତି ବ୍ଲକ କଳା ସଂସ୍କୃତି ସଂଘ ତୁରେକେଲା ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ତୁଳସୀ ରାମ ଜଗତ ରିପୋଟର ମୋର ସମସ୍ୟା ସମ୍ମାନିତ ଅତିଥି ଶ୍ରୀମତୀ ଗୋଜା କୁମ୍ଭାର ସରପଞ୍ଚ ମହାଖଣ୍ଡ ଶ୍ରୀମତୀ କୁମାରୀ ମହାନନ୍ଦ ସମିତି ସଭ୍ୟ ମହାଖଣ୍ଡ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାସରାଜ ବୁଡ଼େକ ଜଗନ୍ନାଥ ସଂସ୍କୃତି ସଭାପତି ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୀନକେତନ ପଧାନ ଜୀବନ୍ୟସ ସମ୍ପାଦକ ସମ୍ମାନିତ ଅତିଥି ହାସ୍ୟ ଅଭିନେତା ଶ୍ରୀଯୁକ୍ତ ଦୀନବନ୍ଧୁ ବଗର୍ତ୍ତୀ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବାରିକ ଆକାଶ ବାଣୀ ଦୂରଦର୍ଶନ କଳାକାର ସମ୍ମାନିତ ଅତିଥି ବୃନ୍ଦ ଶ୍ରୀଯୁକ୍ତ ରାହାସ ଘିଭେଲା

ବିଶିଷ୍ଟ କଳାକାର ଶ୍ରୀଯୁକ୍ତ ସତ୍ୟଜିତ ବନଛୋର ସଂଗୀତ ଗୁରୁ ତ୍ରିବେଣୀ କଳାକାର ସଂଘ ସଭାପତି ଶ୍ରୀଯୁକ୍ତ ଅମିଳ ପୁଟେଲ ସମ୍ପାଦକ ଶ୍ରୀଯୁକ୍ତ ତୁଳଶାଗର ରାଉତ ଉପ ସଭାପତି ଶ୍ରୀଯୁକ୍ତ ବନବାସ ସୁନା ଶ୍ରୀଯୁକ୍ତ ଶରତ କୁମାର ଦାସ ଶ୍ରୀଯୁକ୍ତ ଗିରିଧାରୀ ହଂସଶ୍ରୀଯୁକ୍ତ ହେମପତି ଛତ୍ରିଆ ଶ୍ରୀଯୁକ୍ତ ମଧୁ ହଂସ ଶ୍ରୀଯୁକ୍ତ ରଞ୍ଜନ ଧରୁଆ ପୂର୍ବ ତନ ସରପଞ୍ଚ ମହାଖଣ୍ଡ ଶ୍ରୀଯୁକ୍ତ ମହେନ୍ଦ୍ର ବାରିକ ପ୍ରଧାନ ଶିକ୍ଷକ ମହାଖଣ୍ଡ ଶ୍ରୀଯୁକ୍ତ ଭୀମସେନ ବାରିକ ଶ୍ରୀଯୁକ୍ତ ବିଶେଶ୍ୱର ପୁଟେଲ ଶ୍ରୀଯୁକ୍ତ ଜଗନ୍ନାଥ ହଂସ ଶ୍ରୀଯୁକ୍ତ ଶ୍ରୀବଛ ହଂସ ଶ୍ରୀଯୁକ୍ତ ସୁବନାଥ ନେତାମ ଶ୍ରୀଯୁକ୍ତ ରାଧେଶ୍ୟାମ ଦାସ ଶ୍ରୀଯୁକ୍ତ ରାଜକୁମାର ହଂସ ଶ୍ରୀଯୁକ୍ତ ଯତୀନ୍ଦ୍ର ଧରୁଆ ଶ୍ରୀଯୁକ୍ତ ସଇଟା ମାଝୀ ଶେଷରେ ଶ୍ରୀଯୁକ୍ତ ମଧୁଶୋଦନ ହଂସ ଧନ୍ୟବାଦ ଜଣାଇଥିଲେ l

Exit mobile version