ଐତିହାସିକ ଗାନ୍ଧୀ ପୀଠ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳିତ

କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- କଟକ ସଦର ଥାନା ଅନ୍ତର୍ଗତ ତେଲେଙ୍ଗା ପେଣ୍ଠ ସ୍ଥିତ ଐତିହାସିକ ଗାନ୍ଧୀ ସ୍ମୃତି ପୀଠ ଠାରେ ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ମର୍ଣ୍ଣିଙ୍ଗ ମିଟ ର ସଭାପତି ସମାଜସେବୀ ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ବରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଜୟନ୍ତୀ ଉତ୍ସବରେ ଅନୁଷ୍ଠାନର ସଭାପତି ସମାଜସେଵୀ ପ୍ରଶାନ୍ତ ମହାନ୍ତିଙ୍କ ସମେତ ଉପସଭାପତି ଟିଟନ ସାହୁ, ଉପସଭାପତି ଅନୀଲ ସାହୁ, ସମ୍ପାଦକ ସୁଧୀର ପଟ୍ଟନାୟକ,ଯୁଗଳ କିଶୋର ସାହୁ, ପିତବାସ ମହାପାତ୍ର, ସ୍ୱାଧୀନଚେତା ମହାନ୍ତି, ଗଣେଶ ପ୍ରସାଦ ସାହୁ, କର୍ପୋରେଟର ମମତା ମହାନ୍ତି,

ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ସାମ୍ବାଦିକ ପ୍ରତାପ କେଶରୀ ପାତ୍ର, ସାମ୍ବାଦିକ ଆଦିତ୍ୟ ଛୋଟରାୟ, ସାମ୍ବାଦିକ ଅମୂଲ୍ୟ ବାରିକ, ସାମ୍ବାଦିକ ପ୍ରଦୀପ୍ତ କୁମାର ଦାସ, ସାମ୍ବାଦିକ ଡନ ଚନ୍ଦ୍ର ବାରିକ, ସାମ୍ବାଦିକ କ୍ଷୀରୋଦ ବେହେରା,ହୃଦାନନ୍ଦ ବେହେରା,ବିନୟ ଜେନା,ବଲ୍ଲଭ ଜେନା, ଶ୍ରୀନିବାସ ବିଶ୍ୱାଳ,ପପୁ ଭୂୟାଁ,ସଞ୍ଜିବ ଜେନା,ନିର୍ଭୟ ବାରିକ, ଲିଙ୍କନ ରାଉତ,ଆଶୀଷ ପଟ୍ଟନାୟକ,ଗଗନ ବିହାରୀ ପାଢ଼ୀ,ଦିଲ୍ଲୀପ ସାହୁ, ହେମନ୍ତ ସାହୁ ଦେବେନ୍ଦ୍ର ଜେନା,କରିମ୍ ଶାହା, ତୁଷାର ଭୂୟାଁ, ଅନିରୁଦ୍ଧ ନାୟକ, ପ୍ରକାଶ ନାୟକ,ଗିରିଶ ବାରିକ ,ପ୍ରଣବ କୁମାର ଦାସ ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ରାମଧୁନ ଗାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

Exit mobile version