ତିର୍ତୋଲ ଉପ ନିର୍ବାଚନ ପରିପ୍ରେକ୍ଷୀରେ : ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ – ନୂଆ ଜିଲ୍ଲାପାଳ ସରୋଜ କୁମାର ମିଶ୍ର

ଓଡ଼ିଶା ତାଜା ନ୍ୟୁଜ (୦୪ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ଉପ ନିର୍ବାଚନ ପରିପ୍ରେକ୍ଷୀରେ ଜଗତ୍‍ସିଂହପୁର ଜିଲ୍ଲାପାଳ ବଦଳିଛନ୍ତି, ନୂଆ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ,ଗୃହ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ମିଶ୍ର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ହୋଇଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‍ଡି ଭାବେ ନିଯୁକ୍ତି ପାଇଛନ୍ତି (ଜଗତସିଂହପୁର ଜିଲ୍ଲା /ଋିପୋର୍ଟ – ଭାସ୍କର ପଟ୍ଟନାୟକ)

Exit mobile version