ସର୍ବ ଭାରତୀୟ ସ୍ତରରେ “MY Bharat” (Mera Yuva Bharat) ଦ୍ଵାରା ଆୟୋଜିତ Seva pakhwada (ସେବା ପକ୍ଷ) ଅଭିଯାନ – ରଣପୁର

oplus_0

ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସର୍ବ ଭାରତୀୟ ସ୍ତରରେ “MY Bharat” (Mera Yuva Bharat) ଦ୍ଵାରା ଆୟୋଜିତ Seva pakhwada (ସେବା ପକ୍ଷ) ଅଭିଯାନ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପରିପ୍ରେକ୍ଷୀରେ ଅଦ୍ୟ ତା-୨୯-୦୯-୨୦୨୬ ରିଖରେ ବୃକ୍ଷ ରୋପଣ ଓ ପ୍ଲାଷ୍ଟିକ୍‌ ମୁକ୍ତ ସଚେତନତା ଏବଂ ପରିବେଶ ଅନୁକୂଳ ବିକଳ୍ପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇ ଅଛି,

ଏହି ଅଧିବେଶନରେ ଏକକ-ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର କମାଇବା ସହ ପରିବେଶ ଅନୁକୂଳ ବିକଳ୍ପଗୁଡ଼ିକର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ରଣପୁର ଅଞ୍ଚଳରେ ଗଛ ସାର ରୂପେ ପରିଚିତ ପ୍ରକୃତି ମିତ୍ର କୈଳାସଚନ୍ଦ୍ର ରଥ, କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ My Bharat Ranpur BLOCK ପ୍ରତିନିଧି ସଂଜୀବ କୁମାର ପ୍ରଧାନ ।

Exit mobile version