Nandan Dwibedi receives Yuva Bharati Samman

New Delhi (Odisha Tazanews) :- Nandan Dwibedi is being presented Yuva Bharati Samman during 3rd World Peace Conclave hosted by Swami Chidananda World Peace Foundation to celebrate International Day of Peace at New Delhi

ନନ୍ଦନ ଦ୍ବିବେଦୀ ପୁରସ୍କୃତ

ନୂଆଦିଲ୍ଲୀ : ସ୍ୱାମୀ ଚିଦାନନ୍ଦ ୱାର୍ଲଡ଼ ପିସ ଫାଉଂଡେସନ ଦ୍ୱାରା ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ ଉପଲକ୍ଷେ ନୂଆଦିଲ୍ଲୀ ଠାରେ ଆୟୋଜିତ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଅବସରରେ ନନ୍ଦନ ଦ୍ବିବେଦୀଙ୍କୁ ଯୁବ ଭାରତୀ ସମ୍ମାନ ପ୍ରଦାନ କରାଯାଉଛି ।

 

Exit mobile version