ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ

ଚିଲିକା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ବାଣପୁର ସତ୍ତସଙ୍ଗ ବିହାର ଠାରେ ପରମ ପ୍ରେମମୟଙ୍କର ସତସଙ୍ଗ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଭାଦ୍ରବ ସତସଙ୍ଗ ପରିକ୍ରମାର ଉଜ୍ଜପନୀ ଦିବସରେ ବହୁ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥିଲା । ପ୍ରାୟ ଏକ ମାସ ଧରି ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇ ନିଜେ ଧନ୍ୟ ହେବା ସହ ପ୍ରତି ପ୍ରତ୍ୟେକଙ୍କୁ ଧନ୍ୟ କରିଛନ୍ତି ଏହି ସତସଙ୍ଗରେ ।

ପ୍ରଥମେ ଶୁଭସଙ୍ଖ ଧ୍ୱନି ତିନଥର ଦିଆ ଜାଇଥିଲା ପରେ ପ୍ରାର୍ଥନା ଆରମ୍ଭ କରାଜାଇ ଥିଲା ଠକୁରଙ୍କ ସତ୍ୟା ଅନୁସରଣ ସହିତ ନାରୀନିତୀ ଗ୍ରନ୍ଥ ପାଠ ପଠନ କରାଜାଇ ଥିଲା। ମହେଶ୍ୱର ଜେନା ଶ୍ରୀ ଶ୍ରୀ ଠାକୁରଙ୍କ ଭଜନ ପରିବେଷଣ ସହିତ ଠାକୁରଙ୍କ ଯାଜନ କରିଥିଲେ । ଚିଲିକା ନିର୍ବାଚନ ମଣ୍ଡଳୀର ଚିଲିକା ବ୍ଲକ ଓ ବାଣପୁର ବ୍ଲକ ଅଞ୍ଚଳର ପ୍ରତେକ ଗୁରୁଭାଇ ଓ

ଗୁରୁମା ବହୁ ସଂଖରେ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଭାଜପା sampadk ଶ୍ରୀ ଦୁଷ୍ମନ୍ତ ହରିଚନ୍ଦନବାଣପୁର ଏନେଏସି ବିଜେପିର ଯୁବ ସଙ୍ଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ପରିଶେଷରେ ଠକୁରଙ୍କ ଯାଜନ ସାନ କରିବା ସହିତ ପ୍ରତେକ ଗୁରୁଭାଇ, ଗୁରୁମା ମାନେ ବନ୍ଦେପୁରୁଷୋତ୍ତମ ଧ୍ୱନିରେ ପ୍ରକମ୍ପିତ ହୋଇ ଏକ ସୁନ୍ଦର ଆଧତିତ୍ମକ ପରିବେଶ ସୃଷ୍ଟି ହୋଇଥିଲା ତତ୍ତ ସହିତ ଆନନ୍ଦ ବଜାର ପ୍ରସାଦ ସେବନ ସରି ଗୁରୁଭାଇ ଓ ଗୁରୁମା ମାନେ ନିଜକୁ ଧନ୍ୟ କରିଥିଲେ ।

Exit mobile version