ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ଭଦ୍ରକ :- ଦୁଇ ରାଜପଥ ଲୁଟେରାକୁ ଗିରଫ କଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ମୋବାଇଲ ଛଡାଇ ପଳାଉଥିବା ବେଳେ ଗିରଫ ହେଲେ । ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ରତନ ଜେନା ଓ ରାଧାକାନ୍ତ ଜେନା । ସେମାନଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ସାମରାଇପୁର ଅଞ୍ଚଳରେ ବୋଲି ଜଣାପଡିଛି । ଜାତୀୟ ରାଜପଥରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ମୋବାଇଲ ଛଡାଇ ନେଉଥିବା ବେଳେ ଧରାପଡିଛନ୍ତି । (ଦୀପ୍ତିମାନ ପତି / ଭଦ୍ରକ )
ମୋବାଇଲ୍ ଛଡାଇ ନେଇ ପଳାଉଥିବା ବେଳେ ଦୁଇ ଲୁଟେରାଙ୍କୁ ଧରିଲା ପୋଲିସ

- Categories: Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
Related Content
ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ
by
Proprietor Abhimanyu Maharana
September 29, 2026
ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି
by
Proprietor Abhimanyu Maharana
September 29, 2026
ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ
by
Proprietor Abhimanyu Maharana
September 29, 2026
ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ
by
Proprietor Abhimanyu Maharana
September 29, 2026
ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା
by
Proprietor Abhimanyu Maharana
September 29, 2026
ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ
by
Proprietor Abhimanyu Maharana
September 29, 2026