ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ଚଣ୍ଡିଖୋଲ :- ଘରେ ପଶି ଆସବାବ ପତ୍ର ଭଙ୍ଗାରୁଜା କରିବା ସହିତ ଧମକ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୁନ । ଧର୍ମଶାଳା ପୋଲିସର ନୀରବତା ଯୋଗୁ ନ୍ୟାୟ ପାଇଁ ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଗୁହାରି କରିଛନ୍ତି ଆରୁହା ପଞ୍ଚାୟତ ନାନପୁର ଗ୍ରାମର ଦିଲ୍ଲୀପ କର ଓ ତାଙ୍କ ପତ୍ନୀ । ଖବର ଅନୁଯାୟୀ ଗତ ୨୭ ତାରିଖ ଦିନ ଦିଲ୍ଲୀପଙ୍କ ଘରେ କେତେଜଣ ବ୍ୟକ୍ତି ପଶି ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଏ ନେଇ ଦିଲ୍ଲୀପ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରିଛି । କିନ୍ତୁ ଆଜିଯାଏ କାହାରିକୁ ଧରିପାରୁନି । ଫଳରେ ତାଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ଦିଲ୍ଲୀପ ଏସପିଙ୍କୁ ଜଣାଇଛନ୍ତି । ଦାବି କରିଛନ୍ତି ଦୁର୍ବୃତ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ । ( ଦୀପ୍ତିମାନ ପତି / ଯାଜପୁର )
ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଜନସାଧାରଣଙ୍କର ବିଶ୍ୱାସ ନାହିଁ ଶୂନ ; ଏସପିଙ୍କୁ ଗୁହାରି କଲେ ଦମ୍ପତ୍ତି

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ
by
Proprietor Abhimanyu Maharana
September 29, 2026
ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା
by
Proprietor Abhimanyu Maharana
September 29, 2026
ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ
by
Proprietor Abhimanyu Maharana
September 29, 2026
ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 29, 2026
ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ
by
Proprietor Abhimanyu Maharana
September 29, 2026
ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି
by
Proprietor Abhimanyu Maharana
September 29, 2026