ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ସଭାନେତ୍ରୀ ମଧୁ ବରାଡ ଓ ସମ୍ପାଦିକା ଜସ୍ମିନ୍ ଶେଖ୍, ଗଜପତି ଜିଲ୍ଲା ର ନୂତନ ଉପ ଜିଲ୍ଲାପାଳ ମହୋଦୟା ସୁଶ୍ରୀ ଭାଗବତ ସାମଲ

କଲ୍ୟାଣ ରାଓ ଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ତୃତୀୟ ଲିଙ୍ଗି ସମାଜ ର ଉନ୍ନତି, ଅଭିବୃଦ୍ଧି ଓ କଲ୍ୟାଣକାରି କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ନୂତନ ଉପ ଜିଲ୍ଲାପାଳ ମହୋଦୟା କହିଛନ୍ତି ।

Exit mobile version