ଅତାବିରା ଦେବାହାଲ ଗାଁ ରେ ଅକ୍ସିଜେନ୍ ପରୀକ୍ଷା କରାଗଲା – ବରଗଡ

ଓଡ଼ିଶା ତାଜା ନ୍ୟୁଜ (୩ ଅକ୍ଟୋବର ଶନିବାର) ବରଗଡ :ବରଗଡ ଜିଲ୍ଳା ଅତାବିରା ବ୍ଲକ ଦେବାହାଲ ଗାଁ ରେ ଅକ୍ସଜେନ ପରୀକ୍ଷା ଶନିବାର କରାଯାଇଛି, କୋଭିଡ଼ ସମୟରେ ଶରୀରରେ ଅମ୍ଳଜାନ ପରିମାଣ କମିଯାଉଥିବାରୁ ପୂର୍ବରୁ ସର୍ତକତା ଅବଲମ୍ବନ କରି ଅକ୍ସିଜେନ୍ ପରୀକ୍ଷା କରାଇନେଲେ ତାହା ଜଣକର ଜୀବନ କୁ ରକ୍ଷା କରିହେବ,

ଜୟ କିଷାନ ପାଠାଗାର ତରଫରୁ ଏହି କାର୍ଯ୍ୟ କ୍ରମ କରାଯାଇଥିଲା, ଅରୁଣ ପ୍ରଧାନ,ଗିରି ସାହୁ,ମାଧବ ସାହୁ, ରାକେଶ ସାହୁ,ହରିଶଙ୍କର ସେଠ,ଯତୀନ ସାହୁ ସକ୍ରିୟ ଭାବେ କାର୍ଯ୍ୟ କରିଥିବା ବେଳେ ସମାଜ ସେବୀ ଅମିତାଵ ପାତ୍ର ଓ ଭବାନୀ ସାହୁ ଉପସ୍ଥିତ ଥିଲେ, ଗୋଟିଏ ଦିନରେ ପାଞ୍ଚ ଶହ ଲୋକଙ୍କ ଅମ୍ଳଜାନ ପରୀକ୍ଷା କରା ଯାଇଥିଲା (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version