ନୁଆଁଖାଇ ଭେଟ ପ୍ରସ୍ତୁତି ବୈଠକ

ବଲାଙ୍ଗୀରି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପରମ୍ପରା କଳା ବିକାଶ କେନ୍ଦ୍ର, ସେମଲା ର ନୁଆଁଖାଇ ଭେଟ ଘାଟ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ବୈଠକରେ ଅନୁଷ୍ଠାନ ସଭାନେତ୍ରୀ ଶ୍ରୀମତୀ କବିତା ମେହେର, ଉପ -ସଭାନେତ୍ରୀ ସାବିତ୍ରୀ ଦାସ, ସମ୍ପାଦକ ଭକ୍ତବନ୍ଧୁ ମେହେର, ସହ ସମ୍ପାଦିକା ହାରାବତୀ ମେହେର, କୋଷlଧ୍ୟକ୍ଷl ଶୁଭ୍ର ମେହେର, ସଭ୍ୟା ବିଦେଶୀ ରଣା, ରାମା ମେହେର, ଉର୍ମିଳା ମେହେର,

ଭୂମିସୁତା ମେହେର, ସଂଯୁକ୍ତା ମେହେର, ପ୍ରମିଳା ମେହେର,ଅଭିମନ୍ୟୁ ଦାସ,ମାନସିଂ ମାଝୀ, ରାମେଶ୍ୱର ରଣା,ପ୍ରମୁଖ ଯୋଗଦାନ ଦେଇ ଥିଲେ l ଚଳିତ ବର୍ଷ ମଧ୍ୟ କେମିତି ଶାନ୍ତି ଶୃଙ୍ଖଳାରେ ଉତ୍ସବ ମୁଖରିତ ହେବ ଏଥିପ୍ରତି ସଭାନେତ୍ରୀ ସମସ୍ତଙ୍କୁ ସଚେତନ କରାଇ ଥିଲେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଗଲା l

Exit mobile version