ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ବରଗଡ :- ଅକ୍ଟୋବର 2 ତାରିଖ କୁ ଗାନ୍ଧୀ ଜୟନ୍ତୀ ଓ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭବେ ସାରା ବିଶ୍ୱରେ ପାଳନ କରଯାଏ ଏହି ଅବସର ରେ ଗାନ୍ଧୀ ଜୀ ଙ୍କ ଅହିଂସା ର ମନ୍ତ୍ର କୁ ପାଥେୟ କରି ଆମ ଆଦମୀ ପାର୍ଟି ତରଫରୁ ବରଗଡ ଗାନ୍ଧୀଛକ ସ୍ଥିତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା , ଦେଶର ସ୍ଥିଥି କୁ ଦେଖିଲେ ସମ୍ପ୍ରଦାୟିକ ହିଂସା, ଜାତିଆଣ ହିଂସା ବଢି ଚାଲିଥିବା ବେଳେ ଗାନ୍ଧୀ ଜୀ ଙ୍କ ଦେଖାଇ ଥିବା ରାସ୍ତା ହିଁ ଏକ ମାତ୍ର ବାଟ ବୋଲି ମନେ ହୁଏ , ଦେଶ ରେ ବଳାତ୍କାର ଓ ହତ୍ୟା ବଢିଥିବାରୁ ଏପରିକି ବ୍ୟବସ୍ଥା କୁ ପରିବର୍ତନ କରିବାର ସମୟ ଆସିଛି ବୋଲି ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁ କହିଛନ୍ତି, ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ଲିଗାଲ ସେଲ ମୁଖ୍ୟ ଆଇନଜୀବୀ ରମେଶ ପତି, ସ୍ୱରୂପ ଭୋଇ, ଅସିତ ସାହୁ,ମହିଳା ସଙ୍ଘଠନ ର ସବିତା ମଲ୍ଲିକ, ମମତା ବେହେରା, ଆଦିବାସୀ ସଙ୍ଘଠନ ର ମରିୟମ ବାର୍ଳା ଉପସ୍ଥିତ ରହିଥିଲେ (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
ଆମ ଆଦମୀ ପାର୍ଟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ପାଳିତ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ
by
Proprietor Abhimanyu Maharana
May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି
by
Proprietor Abhimanyu Maharana
May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ
by
Proprietor Abhimanyu Maharana
May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର
by
Proprietor Abhimanyu Maharana
May 11, 2026
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ
by
Proprietor Abhimanyu Maharana
May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ
by
Proprietor Abhimanyu Maharana
May 11, 2026