ନୟାଗଡ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ଼ ର ସର୍ବପୁରାତନ ପୂଜା ସମିତି “ସାର୍ବଜନୀନ ଦୁର୍ଗାପୂଜା ସମିତି ର କର୍ମକର୍ତା ଚୟନ ବରିଷ୍ଠ ତଥା ପୂର୍ବତନ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ପୂର୍ବତନ ସମ୍ପାଦକ ଙ୍କ ବାସଭବନ ରେ ତା -26-08-2026ରିଖ ବୁଧବାର ଦିନ ଅନୁଷ୍ଠିତ ହୋଇଛି, ଏଥିରେ 2010ମସିହା ରେ ପାରିତ ଥିବା ସଂକଳ୍ପ ପତ୍ର ଅନୁଯାୟୀ ପୂର୍ବବତ ନୟାଗଡ଼ ବିଧାୟକ ମୁଖ୍ୟ ଉପଦେଷ୍ଟା ଭାବେ ଏବଂ ଉପଦେଷ୍ଟା ଅଧକ୍ଷ ଜିଲାପରିଷଦ ଅତିରିକ୍ତ ଜିଲାପାଳ, ଉପଜିଲ୍ଲାପାଳ,
