ଜାତିର ପିତା ମହାତ୍ମାଗାନ୍ଧୀଙ୍କର ୧୫୧ତମ ଜୟନ୍ତୀ ପାଳନ ଅବସରରେ ଡେଲାଙ୍ଗ ବେରବୋଇ ଗାନ୍ଧୀପୀଠରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ , ଭାଜପା ଜାତୀୟ ପ୍ରବକ୍ତା ଡ. ସମ୍ବିତ୍ ପାତ୍ର,ପୁରୀ ଜ୍ଜିଲା ଭାଜପା ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ,ସମିତି ସଭ୍ୟ ମୁନିନ୍ଦା ଗ୍ରାମ ପଞ୍ଚାୟତ ଶ୍ରୀଯୁକ୍ତ ଦୁର୍ଗା ଚରଣ ରାଉତରାୟ, ଡେଲାଙ୍ଗ ବ୍ଲକ୍ ପୂର୍ବତନ ଚେୟାରମ୍ୟାନ୍ ସୁରଥ ପାଇକରାୟ , ଡେଲାଙ୍ଗ ବ୍ଳକ୍ ପୂର୍ବତନ ଭାଇସ-ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଅଜୟ ରାଉତରାୟ,ଶ୍ରୀଯୁକ୍ତ ପ୍ରମୋଦ ପାତ୍ର ଓ ଅନ୍ୟ ଡେଲାଙ୍ଗ-ପିପିଲି ଭାଜପା କର୍ମୀମାନେ ଓ ନେତୃବୃନ୍ଦମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ତତ୍ ସହିତ ଜୋରକୋଣୀ, ବିତିପୁର ଓ ତିଗିରିଆ ଅଂଚଳରେ ରିଲିଫ ସହାୟତା ପ୍ରଦାନ କରିଥିଲେ ।(ଜଟଣୀ ରୁ ଇଫତେଖାର ଅଲ୍ଲୀ)
ଜାତିର ପିତା ମହାତ୍ମାଗାନ୍ଧୀଙ୍କର ୧୫୧ତମ ଜୟନ୍ତୀ ପାଳନ – ଡେଲାଙ୍ଗ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ବିରିଡିରେ ମୋରମ ପର୍ବ ପାଳିତ
by
Proprietor Abhimanyu Maharana
June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ
by
Proprietor Abhimanyu Maharana
June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ
by
Proprietor Abhimanyu Maharana
June 27, 2026
ବିଜେପି ସିଂହଦ୍ଵାର ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର
by
Proprietor Abhimanyu Maharana
June 27, 2026
ରଥଯାତ୍ରା ପାଇଁ ପ୍ରଥମ ମକ ଡ୍ରିଲ ଅନୁଷ୍ଠିତ
by
Proprietor Abhimanyu Maharana
June 27, 2026
Preparations on for Ratha Yatra at Delhi’s Hauz Khas Temple
by
Proprietor Abhimanyu Maharana
June 27, 2026