ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ନାଚୁଣୀ  (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନାଚୁଣୀ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ଜାତୀୟ ପତାକା ଉତ୍ତୋଳନ କରି ଉଦ୍ ଵୋଧନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସଭା ପତି ପ୍ରାଧ୍ୟାପକ ଗଙ୍ଗା ଧର ପ୍ରଧାନ,

ପ୍ରାକ୍ତନ ଏ ଵିଡି ଓ କାଳୁଚରଣ ସାମନ୍ତରାୟ, କବି ଶିବପ୍ରସାଦ ତ୍ରିପାଠୀ , ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ପୁରୁଷୋତ୍ତମ ଷଡ଼ଙ୍ଗୀ,ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ,ସଙ୍ଗୀତଜ୍ଞ ଅଜିତ କୁମାର ମିଶ୍ର ପ୍ରମୁଖ ଆଲୋଚନା ଚକ୍ରରେ ଯୋଗଦେଇ ଦେଶର ସାଂପ୍ରତିକ ପରିସ୍ଥିତି ଓ ନାଗରିକ ମାନଙ୍କର କର୍ତ୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Exit mobile version