ଗଜପତି ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ – ପାରଳାଖେମୁଣ୍ଡି

ବିଜୁ ଜନତା ଦଳ ପକ୍ଷରୁ ଗଜପତି ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ , ଯୁବରାଣି କଲ୍ୟାଣୀ ଦେବୀ, ଦଳର ବରିଷ୍ଠ ନେତା ଶ୍ରୀ ବସନ୍ତ କୁମାର ଦାସ, ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗୋମଙ୍ଗ,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ , ନଗର ବିଜେଡ଼ି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା,

ଜିଲ୍ଲା ମହିଳା ବିଜେଡ଼ି କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରା, ଏନ୍. ସଙ୍କିରି, ଛାତ୍ର ବିଜୁ ଜନତା ଦଳର ସଭାପତି ସୁଜିତ୍ ତ୍ରୀପାଠୀ ପ୍ରମୁଖ ଙ୍କସହ ଜିଲ୍ଲାର ସମସ୍ତ ଛାମୁଆ ସଂଗଠନ ର ନେତାଙ୍କ ଉପସ୍ଥିତି ରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସଵ ପାଳନ କରାଯାଇଥିଲା କରୋନା କଟକଣାକୁ ଆଖିରେ ରଖି ସୀମିତ ନେତ୍ରବୃନ୍ଦଙ୍କ ଉପସ୍ଥିତିରେ ଏହା ପାଳନ କରାଯାଇଥିଲା । (ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version