ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଏ ୩୨୦ ଏୟାରବସ ଆକାଶ ପଥରେ ଦେଶ ବିଦେଶରେ ଉଡି ବୁଲୁଥିଲା । ୧୪୦ ଜଣ ଯାତ୍ରୀ ଏହି ପ୍ଲେନରେ ଯାଉଥିଲେ । ବିମାନ ଟି ୨୦୧୧ ମସିହାରୁ ସେବା ଯୋଗାଇ ନପାରି ପଡି ରହିଥିଲା । ବିମାନଟି ଫ୍ରାନ୍ସ ଦ୍ବାରା ନିର୍ମିତ ହୋଇ ଭାରତରେ ପଞ୍ଜୀକୃତ ହୋଇଥିଲା । ଏହାର ନିର୍ମାଣ କ୍ରମିକ ନମ୍ବର ଏମଏସଏନ-୦୪୬ । ଏହା ୧୪ ଏପ୍ରିଲ ୧୯୮୯ ରେ ମୁମ୍ବାଇ ରୁ ଦିଲ୍ଲୀ ଉଡ଼ାଣ ହୋଇଥିଲା । ପରେ ଦିଲ୍ଲୀ ରୁ ଲଣ୍ଡନ ଓ ଦିଲ୍ଲୀ ରୁ କାଠମାଣ୍ଡୁ ଯାଉଥିଲା । ଏଥିରେ ୧୪୦ ଟି ସିଟ୍ ଥିଲା ।
