Home ଓଡ଼ିଶା କିଶୋର ଦ୍ବିବେଦୀଙ୍କୁ କଳିଙ୍ଗ ସମ୍ମାନ-୨୦୨୬ ପ୍ରଦାନ by Proprietor Abhimanyu Maharana 1 hour ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଳିଙ୍ଗ ମିଡ଼ିଆ ସର୍ଭିସେସ ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ଓ ୱାର୍ଲଡ଼ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଜୀବନ ବ୍ୟାପି ଅବଦାନ ପାଇଁ କଳିଙ୍ଗ ସମ୍ମାନ-୨୦୨୬ ପ୍ରଦାନ କରାଯାଉଛି । ଭୁବନେଶ୍ୱରର ଜୟଦେବ ଭବନ ଠାରେ ସମ୍ପାଦକ ଡ଼ଃ ମହେଶ୍ୱରଙ୍କର ତତ୍ତ୍ୱାବଧାନରେ ଆୟୋଜିତ ସମୀକ୍ଷା ସମ୍ବାଦ ପତ୍ରର ବିଂଶତମ ସ୍ଵନକ୍ଷତ୍ର ସମାରୋହ ଅବସରରେ ମୁଖ୍ୟ ଅତିଥି ଜଗଦାନନ୍ଦ ଏବଂ ମୁଖ୍ୟବକ୍ତା ଶ୍ରୀରାମ ଦାଶ ଏହି ପୁରସ୍କାର ବିତରଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ମହାନଗର, ହୋମ୍ Related Content ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026 ୩୮ଟି MoU, ୬୪,୭୦୩ କୋଟି ଟଙ୍କାର ନିବେଶ, ୪୬,୦୭୧ ନିଯୁକ୍ତି ସୁଯୋଗ by Proprietor Abhimanyu Maharana August 9, 2026 Kishore Dwibedi receives Kalinga Samman-2026 by Proprietor Abhimanyu Maharana August 9, 2026 ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ : ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ by Proprietor Abhimanyu Maharana August 8, 2026 ଫୁଲଚାଷୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଜଣା ଦୁର୍ବୃତ୍ତ ଚମ୍ପଟ by Proprietor Abhimanyu Maharana August 8, 2026 ପିସିଆର ଦ୍ୱାରା ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ପୁରୀ ସାଖୀକୁ ହସ୍ତାନ୍ତର by Proprietor Abhimanyu Maharana August 8, 2026