ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ଶିକ୍ଷକ ଓ ଅଭିଭାବକ ବୈଠକ ସ୍ଥାନୀୟ ମହେନ୍ଦ୍ରଗିରି(ପୌର)ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଓ ଉପ ସଭାନେତ୍ରୀଂକ ସହ ସମ୍ମାନିତ ଅତିଥି ରୂପେ ପୌରପରିଷଦର କାଉନସିଲର ବାଳକୃଷ୍ଣ ପାତ୍ର ଏବଂ
