ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପାରଳାଖେମୁଣ୍ଡି ବଜାର ଷ୍ଟେଟବ୍ୟାଂକ ଅଫ ଇଣ୍ଡିଆ ଶାଖା ତରଫରୁ ଗ୍ରାହକ ଭାରତୀ ପାସ୍ପୁରେଡ୍ଡୀଂକ ବିୟୋଗ ପରେ ତାଂକର ପରିବାରବର୍ଗଂକୁ ସେ କରିଥିବା ଏସବିଆଇ ଜୀବନବୀମା ପଲିସି ଜମାରାଶିର ୧୫ ଲକ୍ଷ ଟଂକା ପ୍ରଦାନ କରାଯାଇଛି ।

ଏହି ଅବସରରେ ଶାଖା ପରିଚାଳକ ରାମକୃଷ୍ଣ ସେଠୀ,ଫିଲ୍ଡ ଅଫିସର ଚେନ୍ନା ଯୁଗନ୍ଧର,କ୍ୟାସ ଅଫିସର ବିଜୟଶାନ୍ତି ଗାଡେଲା,ବିଡିଏମ୍ ସୌମ୍ୟ ପଲାଇ,ଶ୍ୱେତପଦ୍ମା ରଥ ଏବଂ ଅମୀଷା ବିଶ୍ବାଳ ଉପସ୍ଥିତ ଥିଲେ ।

Exit mobile version