ବାଲିଗୁଡା(ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଡ଼.ମଧୁସୂଦନ ମହାପାତ୍ର, ଉପ ସଭାପତି ଭାବେ ନନ୍ଦ କିଶୋର ପଣ୍ଡା, ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ନାୟକ, ସହ ସମ୍ପାଦକ ଭାବେ ସନ୍ୟାସୀ ନାୟକ, ଏବଂ କୋଷାଧକ୍ଷ ଭାବେ ହୃଷିକେଶ ମହାରଣା ପ୍ରମୁଖ ନିର୍ବାଚିତ ହୋଇଥିଲେ l
