ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଦକ୍ଷିଣ ଓଡ଼ିଶାର ସୁପ୍ରସିଦ୍ଧ ପାରଳାଖେମୁଣ୍ଡି ବାହୁଡା଼ ଯାତ୍ରାରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସାମଗମ ହୋଇଥିବା ଲକ୍ଷ୍ୟ କରାଯାଇଛି. ଆଜି ଭୋର ସକାଳୁ ୩ ଠାକୁରଙ୍କୁ ଯଥା ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଥିଲା. ପରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କାର୍ଯ୍ୟକ୍ରମରେ ତିନି ରଥ ଉପରକୁ ନିଆ ଯାଇଥିଲା. ମଧ୍ୟାହ୍ନରେ ପାରଳା ରାଜଜେମା କଲ୍ୟାଣୀ ଗଜପତି ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥରେ,
