ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଭଦ୍ରକ :- ଲାଞ୍ଚ ନେବା ବେଳେ ଧରା ପଡିଲେ ଭଦ୍ରକ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଧାକର ବାରିକ । ଲେବର ଲାଇସେନ୍ସ ନବୀକରଣ ପାଇଁ ଭବାନୀ ସିକ୍ୟୁରିଟ ଏଜେନସିର ମ୍ୟାନେଜିଂ ପାର୍ଟନର ଅକ୍ଷୟ ଦାସଙ୍କୁ ଲାଞ୍ଚ ମାଗିଥିଲେ । କଥାବାର୍ତ୍ତା ଅନୁଯାୟୀ ଅକ୍ଷୟ ଦାସଙ୍କ ଠାରୁ ୯୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଛପି ରହିଥିବା ଭଦ୍ରକ ଭିଜିଲାନ୍ସ ସୁଧାକରଙ୍କୁ ଧରିଥିଲା । (ଦୀପ୍ତିମାନ ପତି /ଭଦ୍ରକ )
ଲାଞ୍ଚ ନେବା ବେଳେ ଭଦ୍ରକ ଶ୍ରମ କାର୍ଯ୍ୟାଳୟ କିରାଣୀ ; ଭିଜିଲାନ୍ସ ଜାଲରେ

- Categories: Uncategorized
Related Content
ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନକl ଉଚ୍ଛବ
by
Proprietor Abhimanyu Maharana
October 1, 2026
MALABARGOLD & DIAMONDS LAUNCHES ARTISTRY SHOW AT BHUBANESWAR SOUBHAGYA NAGAR STORE
by
Proprietor Abhimanyu Maharana
September 22, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026
ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 6, 2026
ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି
by
Proprietor Abhimanyu Maharana
August 15, 2026
ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 3, 2026