ଶାଡ଼ିରେ ୪୦% ପର୍ଯ୍ୟନ୍ତ, ପୂର୍ଗା ଓ ପୂର୍ଗା ସେଟ୍ରେ ୫୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଟାଟା ଉତ୍ପାଦ ‘ତନେଇରୀ’ ପକ୍ଷରୁ ସେଲ୍ ଘୋଷଣା କରାଯାଇଛି । ଏହା ଗ୍ରାହକଙ୍କୁ ଅବିଶ୍ୱସନୀୟ ଦରରେ ହସ୍ତତନ୍ତ୍ର ଶାଢ଼ି ଓ ପୋଷାକ କିଣିବାର ସୁଯୋଗ ପ୍ରଦାନ କରୁଛି । ୨୦୨.୬ ଜୁଲାଇ ୧ରୁ ଆରମ୍ଭ ଏ ଦେଇ ଅଗଷ୍ଟ ୧.୬ ପର୍ଯ୍ୟନ୍ତ ଚାଲିବ। ଏହି ସେଇ ମାଧ୍ୟମରେ ଗ୍ରାହକ ତନେଇରା ଢେର ଓ ଅନ୍ଲାଇନ୍ରେ ବଛା ବଛା ଶକ୍ତି ଉପରେ ୪୦% ପର୍ଯ୍ୟନ୍ତ ରିହାତି ଏବଂ ପୂର୍ଗା ଓ ଦୁର୍ଗା ସେଟ୍ ଉପରେ ୫୦% ପର୍ଯ୍ଯ ରିଚାଟି ଯାଇପାରିବେ। ଏହି ସେଲ୍ ଗ୍ରାହକଙ୍କୁ ସମଗ୍ର ଉତୁରେ ବିବାହ, ପାର୍ବଣ ଏବଂ ଅନ୍ୟାନ୍ୟ ସେଲିବ୍ରେନ୍ ପାଇଁ ବାଳଜୟୀ ପୋଷାକରେ ନିବେଶ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି ।
