ଅନ୍ତବାଶୀଙ୍କ ଗହଣରେ ଯୋଗ ଦିବସ ପାଳନ
ଯୋଗ ଗୁରୁ ଫକୀର ଦାସ ମହାରାଜ ଏହି କାର୍ଯ୍ୟକ୍ରମ ମଧ୍ୟ ସଂଚାଳନ କରୁଥିବା ବେଳେ କାର୍ଯ୍ୟକ୍ରମରେ ଅତିଥି ରୂପେ ଜେଲ ର ଜେଲର ଝାସ୍କତନ ପ୍ରଧାନ ଓ ସାମ୍ବାଦିକ ମୋହନ ସୋନି ,ମାଷ୍ଟର ଦିଲୀପ କୁମାର ସା ପ୍ରମୁଖ ଯୋଗ ଦେଇଥିଲେ । ସେ କହିଛନ୍ତି, ଯୋଗ କେବଳ ଶାରୀରିକ ଅଭ୍ୟାସ ନୁହେଁ, ଏହା ଆତ୍ମା ଓ ମନ ର ସମ୍ମିଳନ ଅଟୁଟ ବନ୍ଧନ। ଏହା ଦ୍ୱାରା ମନୁଷ୍ୟ ନିଜ ଭିତରେ ଥିବା ଶକ୍ତିକୁ ଜାଣିପାରେ ଓ ନିଜ ଅସ୍ତିତ୍ୱ ପ୍ରତି ଆଶା ବଢ଼େ।”
Related Content
ଦାଦନ ଦୁଃଖ : ତିରୁପତିରୁ ଶବ ହୋଇ ଫେରିଲେ ଘନ ଧରୁଆ - କପାଣି ଛକରେ ରାସ୍ତାରୋକ
by
Proprietor Abhimanyu Maharana
June 22, 2026
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
by
Proprietor Abhimanyu Maharana
June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ
by
Proprietor Abhimanyu Maharana
June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ
by
Proprietor Abhimanyu Maharana
June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ
by
Proprietor Abhimanyu Maharana
June 21, 2026
ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ - ଯୋଗ ଅଭ୍ୟାସ
by
Proprietor Abhimanyu Maharana
June 21, 2026