Home ଓଡ଼ିଶା ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁମନ ଦିଦିଙ୍କ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 3 months ago Share on FacebookShare on TwitterWhatsapp ଚନ୍ଦନପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଶ୍ରୀମା ଅରବିନ୍ଦ ଫାଉଣ୍ଡେସନ ଓ ପୁରୀ ଜିଲ୍ଲା ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ “ସୁମନ” ଭଲ୍ୟୁଣ୍ଟରସ ମାନଙ୍କର ଏକ ତାଲିମ୍ କାର୍ଯ୍ୟକ୍ରମ” ଆମ ସ୍ବାସ୍ଥ୍ୟ ଆମ ହାତରେ” ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ୱ ଓ ନବଯାତ ଶିଶୁ ଆସୋସନ ନିମନ୍ତେ ମାତୃତୋ ମା,ର ଓ ଶିଶୁର ସ୍ୱାସ୍ଥ୍ୟ କିପରି ସୁରକ୍ଷିତ ରହିବ ଏବଂ ଗର୍ଭ ଧାରଣ ଅବସ୍ଥାରେ ମା, ର ଯତ୍ନ ନିଆଗଲେ ସୁରକ୍ଷିତ ମାତୃତ୍ୱ କିପରି କମି ପାରିବ ,ଏଥି ନିମନ୍ତେ ସୁମନ ଅଧିନରେ ଥିବା ଏହି ଚନ୍ଦନପୁର ଗୋଷ୍ଠ ସ୍ବାସ୍ଥ୍ୟ କେନ୍ଦ୍ରର ୨୪ ଟି ଉପକେନ୍ଦ୍ରଗୁଡ଼ିକର କାର୍ଯ୍ୟରତ ” ସୁମନ ” ଭଲ୍ୟୁଣ୍ଟିୟରସ ମାନଙ୍କୁ “ଆମ ସ୍ବାସ୍ଥ୍ୟ ଆମ ହାତରେ” ବିଷୟକ ତାଲିମ୍ କାର୍ଯ୍ୟକ୍ରମ ସ୍ଵାସ୍ଥ୍ୟ କେନ୍ଦ୍ରର ସଭା ଗୃହ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ କାର୍ଯ୍ୟକ୍ରମରେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଅର୍ଚ୍ଚନା ମିଶ୍ର, PHEO ସଂଯୁକ୍ତା ମିଶ୍ର,BPM ମଧୁସ୍ମିତା ସ୍ବାଇଁ, ଶ୍ରୀ ଅରବିନ୍ଦ ପାଠ ଚକ୍ରର ସୁମନ ସଂଯୋଜକ ସୁକାନ୍ତ କୁମାର ଜେନା, ଏବଂ “ସୁମନ” ଅନୁଷ୍ଠାନର ଓଡିଶା ସଂଯୋଜକ ଶ୍ରୀଧର ବେହେରା,,ପ୍ରମୁଖ ଯୋଗ ଦେଇ ସୁମନ ଦିଦିମାନଙ୍କୁ ସ୍ଵାସ୍ଥ୍ୟ ସଂପର୍କରେ ଶିକ୍ଷା ପ୍ରଦାନ କରିଥିଲେ ।”ସୁମନ ” ଅନୁଷ୍ଠାନର ପୁରୀ ଜିଲ୍ଲା ସଂଯୋଜିକା ରଶ୍ମି ପରିଡାଙ୍କ ସମେତ ପିପିଲି ବ୍ଲକର କୋଅର୍ଡିନେଟର ଗୀତାଞ୍ଜଳି ପ୍ରଧାନଙ୍କ ସହିତ ୨୪ ଟି ଉପକେନ୍ଦ୍ରର ସୁମନ ଦିଦିମାନେ ଯୋଗ ଦେଇ ତାଲିମ୍ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । Categories: ଓଡ଼ିଶା, ପୁରୀ, ମହାନଗର, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026