ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଶନିବାର ରାତିରେ ବାସେଳୀସାହି ଥାନା ପୋଲିସ ର ଏନକାଉଣ୍ଟର ଫଳରେ ଚନ୍ଦନ ଓରଫ ବିଷ୍ଣୁ ପ୍ରସାଦ ଜେନା ଆହତହୋଇଛନ୍ତି | ଥାନା ରେ ଖବର ପହଁଚିଲା କିଛି ଯୁବକ ଅପରାଧିକ କାର୍ଯ୍ୟକଳାପ ପାଇଁ ଯୋଜନା କରୁଛନ୍ତି | ମଙ୍ଗଳାଘାଟ -ଷ୍ଟର୍ଲିଂ ରାସ୍ତା ର ଓଁକାରଶ୍ୱର ମନ୍ଦିର ନିକଟରେ କିଛି ଯୁବକ ବୁଲୁଛନ୍ତି | ପୋଲିସ ଗାଡି ଦେଖି ସେମାନେ ଦଉଡି ପଳାଇଥିଲେ | ମଟରସାଇ କେଲ ରେ ଯିବାବେଳେ ଚନ୍ଦନ ପଡ଼ିଯାଇଥିଲା |
