Home ଓଡ଼ିଶା ଧର୍ମ ପରାୟଣ ମହିଳା ଙ୍କ ବିୟୋଗ by Proprietor Abhimanyu Maharana 4 months ago Share on FacebookShare on TwitterWhatsapp ନୟାଗଡ ଜିଲ୍ଲା (ଓଡିଶା ତାଜା ନ୍ୟୁଜ) (ନି. ପ୍ର) କଣ୍ଟିଲୋ :- ନୟାଗଡ ଜିଲ୍ଲା କଣ୍ଟିଲୋ ଅନ୍ତର୍ଗତ ମାଧବ ଚୌଧୁରୀ ପାଟଣା ସ୍ଥିତ ଧର୍ମ ପରାୟଣା ମହିଳା ଲଳିତା ମହାରଣା ଙ୍କ ବୟସ ର ଅପରାହ୍ନ ରେ ଅକାଳ ବିୟୋଗ ଘଟିଛି । ସେ ଜଣେ ଧର୍ମ ପରାୟଣା ତଥା ଉଦାର ଚରିତ୍ର ସମ୍ପନ୍ନା ମହିଳା ଥିଲେ । ତାଙ୍କର ପରଲୋକ ପରିବାର ଓ ସାହି ବାସିନ୍ଦାଙ୍କ ମଧ୍ୟରେ ଶୋକ ର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ବେଳେ ୪ ପୁଅ ବୋହୁ ସହିତ ଝିଅ ଏବଂ ନାତି ନାତୁଣୀ ସମସ୍ତ ଉପସ୍ଥିତ ଥିଲେ । ୭୩ ବର୍ଷ ବୟସ ବାର୍ଦ୍ଧକ୍ୟ ଅବସ୍ଥା ଜନିତ ରୋଗ ତାଙ୍କୁ ପରିବାର ବର୍ଗ ଙ୍କ ଠାରୁ ଦୂରେଇ ଦେଇଛି । ଅଞ୍ଚଳବାସୀ ଙ୍କ ସମେତ ବନ୍ଧୁ ବାନ୍ଧବ ବର୍ଗ ଯୋଗ ଦେଇ ସ୍ବର୍ଗତ ଲଳିତା ମହାରଣା ଙ୍କ ଦଶାହ କ୍ରିୟା ଦିନ ତାଙ୍କ ଆତ୍ମା ର ସଦଗତି କାମନା କରିବା ସହ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026