ଗଣମାଧ୍ୟମର ସମାଲୋଚନା ପରେ ଚୈତନ୍ୟ ଉଦୟ ହେଲା ବାଚସ୍ପତିଙ୍କର

ରଣପୁର ବ୍ଲକ୍ (ଓଡିଶା ତାଜା ନ୍ୟୁଜ) (ନି. ପ୍ର) ଚାନ୍ଦପୁର :- ରଣପୁର ବ୍ଲକ୍, ଚାନ୍ଦପୁରରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ବିଧାନସଭାର ସମ୍ମାନନୀୟା ବାଚସ୍ପତି ସୁରମା ପାଢ଼ୀଙ୍କ ଭୂମିକା ଗତ କିଛି ଦିନ ଧରି ଚର୍ଚ୍ଚା ଓ ସମାଲୋଚନାର କେନ୍ଦ୍ରବିନ୍ଦୁ ହୋଇଥିଲା । ଏକ ସାମ୍ବିଧାନିକ ଓ ନିରପେକ୍ଷ ପଦବୀରେ ଅସୀନ ଥିବା ବ୍ୟକ୍ତି ଭାବେ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭାଗୀଦାରୀକୁ ଗଣମାଧ୍ୟମ ସହ ବୁଦ୍ଧିଜୀବୀ ମହଲ ଉଚିତ ମନେ କରିନଥିଲେ ।
Related Content
ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ
by
Proprietor Abhimanyu Maharana
October 23, 2026
ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ
by
Proprietor Abhimanyu Maharana
October 23, 2026
କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ
by
Proprietor Abhimanyu Maharana
October 23, 2026
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ
by
Proprietor Abhimanyu Maharana
October 23, 2026
ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ
by
Proprietor Abhimanyu Maharana
October 23, 2026
ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି
by
Proprietor Abhimanyu Maharana
October 22, 2026