ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି କୁ ବିରୋଧ; ଶକ୍ତି ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର )  ବରଗଡ଼  :-   ଆଜି ତା : 28.09.2020 ସୋମବାର ଦିନ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ରାଜ୍ୟ ରେ ନବୀନ ବିଜେଡି ସରକାର କରୋନା ମହାମାରି ସମୟ ରେ ବିଦ୍ୟୁତ ଦର ବୃଦ୍ଧି କୁ ବିରୋଧରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ ଏବଂ ଅଭିଷେକ ସେଠ୍ ଙ୍କ ନେତୃତ୍ୱ ରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଗଲା ଏଥିରେ ଯୁବ କଂଗ୍ରେସ ତରଫରୁ ରୁ ରାଜ୍ୟ ସରକାର ବିଦୁତ ଶୁଳ୍କ ପ୍ରତ୍ୟାହର ନ କରା ଗଲେ ଆଗାମୀ ଦିନ ରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ !

ଏଥିରେ INTUC ର ଜିଲ୍ଲା ସଭାପତି ବ୍ରାହ୍ମନନ୍ଦ ମହାକୁଡ଼, ବରଗଡ ଯୁବକଂଗ୍ରେସ ସୋସିଆଲ ମିଡ଼ିଆ କୋଡ଼ିନେଟର ପପୁ କୁମ୍ଭାର, ଗୋବିନ୍ଦ ମେହେର, ଅମିତ ଆଚାର୍ଯ୍ୟ, ଆଶିଷ ବେହେରା, ପିକୁନଂ ନାୟକ, ଅଭିଷେକ ନାୟକ, ଆଜାଦ ପତି, ବିମଲ ଶିକା, ସୁବୋଧ ସ୍ୱାଇ, ସରୋଜ ଭୋଇ, ବରୁଣ ସାଗର, ଆନନ୍ଦ ପ୍ରଧାନ, ସୁନୀଲ ଗାଡ଼ତିଆ, ସୁନୀଲ ଗାଡ଼ତିଆ, ସଦା ମହାନନ୍ଦ, ସୁନୀଲ ଗାଡ଼ତିଆ,ରବି ସେଠ୍ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତି ଥିଲେ ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version