ଆସନ୍ତା କାଲି ୨୯ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାମସେଠ ଗ୍ରାମ ପଞ୍ଚାୟତ ସଟ ଡାଉନ ରହିବ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ବରଗଡ଼ :-  କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପାଇକମାଲ ପଞ୍ଚାୟତ ସମିତି ଅଧିନସ୍ଥ ଜାମସେଠ ଗ୍ରାମ ପଞ୍ଚାୟତ କୁ ଆସନ୍ତା କାଲି ତା ୨୯, ୯,୨୦ ରୁ ତା ୩୦ , ୯ ,୨୦ ରିଖ ଦୁଇ ପର୍ଯ୍ୟନ୍ତ ସଟ ଡାଉନ କରାଯିବ । ଏହି ଦୁଇ ଦିନ ଧରି ସଟ ଡାଉନରେ ସଂପୂର୍ଣ୍ଣ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରାଯିବ ବୋଲି ଜାମସେଠ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରମ୍ଭା ତାଣ୍ତି ସୂଚନା ଦେଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version