ଭୁବନେଶ୍ୱର ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- VISWASS Paramedical College ର ଛାତ୍ରଛାତ୍ରୀମାନେ ବିଭିନ୍ନ ପାରାମେଡିକାଲ୍ କୋର୍ସରେ ଓଡିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସଂସ୍ଥା ପାଇଁ ଗୌରବ ଆଣିଛନ୍ତି । ଲିସା ରାଣୀ ଜେନା DMRT ୧ମ ବର୍ଷରେ ୧ମ ସ୍ଥାନ ଅଧିକାର କରିଥିବାବେଳେ, ଆୟେଶା ହାମିଦ DMRT ୨ୟ ବର୍ଷରେ ୫ମ ସ୍ଥାନ, ଲକ୍ଷ୍ମୀପ୍ରିୟା ଦାଶ DMLT ୨ୟ ବର୍ଷରେ ୮ମ ସ୍ଥାନ ଏବଂ ସ୍ଥିତିପ୍ରଜ୍ଞା ପ୍ରଧାନ ଓଡିଶାରେ ୧୮ମ ସ୍ଥାନ ଅଧିକାର କରିଛନ୍ତି ।

